ଜ୍ୟୋତିଷ

Ajira Anuchinta- ସ୍ଵାମୀ ସ୍ତ୍ରୀ ଏହା କଲେ କେବଳ ପୁଅ ଜନ୍ମ ହୋଇଥାଏ

ନମସ୍କାର ବନ୍ଧୁଗଣ , ଇଶ୍ଵର ଏହି ସୁନ୍ଦର ପୃଥିବୀକୁ ସୃଷ୍ଟି କରିଥିଲେ । ସୃଷ୍ଟିର  ନିର୍ମାଣ ପରେ ଏହା ଅସମ୍ପୂର୍ଣ୍ଣ  ମନେ କରି ମଣିଷ ସନ୍ତାନଙ୍କୁ ସୃଷ୍ଟି କରି ପୁରୁଷ ଓ ସ୍ତ୍ରୀଙ୍କୁ ତିଆରି କରି । ତାଙ୍କ ବଂଶ ଉନତି ପାଇଁ ବିବାହ ବୋଲି ଏକ ପବିତ୍ର ନିୟମକୁ ସ୍ଥାପନ କରିଥିଲେ । ଏହି ପବିତ୍ର ନିୟମ ଅନୁସାରେ ପୁରୁଷ ଓ ସ୍ତ୍ରୀ ବିବାହ ବନ୍ଧନରେ ଜୀବନର ଶେଷ ନିଶ୍ଵାସ ଯାଏ । ଏକାଠି ଜୀବନ ଅତିବାହିତ କରିବେ ।

ଯେ କୋଣସି ସମସ୍ୟା  ସମ୍ମୁଖୀନ ହେଲେ ମଧ୍ୟ ସବୁ ପରିସ୍ଥିତି ରେ ପରସ୍ପର କୁ ହାତ ବଢାଇ ସୁଖ ଦୁଃଖରେ ନିଜର ଜୀବନକୁ ସ୍ଵାମୀ ସହ ସ୍ତ୍ରୀ ଓ ସ୍ତ୍ରୀ ସହିତ ସ୍ଵାମୀ  ଜୀବନ କାଟି ଥାଆନ୍ତି । ବିବାହ ପରେ ସବୁ ସ୍ତ୍ରୀ ଚାହିଥାଏ କି  ସେ ଯେମିତି ମା ‘ ହେବ । ଝିଅ ହେଇ ଜନ୍ମ କରିଥିବା ସ୍ତ୍ରୀ ବୟସ ଅନୁସାରେ କନ୍ୟା , ଭଉଣୀ , ମା , ମାଉସୀ ଅନେକ ସମ୍ପର୍କରେ ନିଜକୁ ସେହି ପରି ଢାଳି ନେଇଥାଏ ।

ସେଥି ମଧ୍ୟରୁ ମା ‘ ହେବା  ହେଉଛି ଏକ ଭିନ୍ନ ଓ ଜଗତର ସମସ୍ତ ବିଷୟ ଠାରୁ ବହୁତ ଭିନ୍ନ ଅନୁଭୂତି ହୋଇଥାଏ । ଯାହାକୁ କେବଳ ସ୍ତ୍ରୀ ଅନୁଭବ କରିଥାଏ । ତେଣୁ କୁହାଯାଏ ମାତା ଏବଂ ସନ୍ତାନର ସମ୍ପର୍କ ହେଉଛି ଏହି ଜଗତରେ ଆସିବା ପୂର୍ବରୁ ନଅ ମାସ ଅଧିକ ହୋଇଥାଏ । ତେଣୁ କରି ପିଲାକୁ ଯାହା ବି କଷ୍ଟ ହୋଇଥାଏ । ତେବେ ସେ ପ୍ରଥମେ ମା ‘ ବୋଲି କହିଥାଏ ।

ତେଣୁ କରି ବିବାହ ପରେ ସବୁ ସ୍ତ୍ରୀ ସନ୍ତାନ ର ଆଶା ରଖିଥାଆନ୍ତି । ଏଥି ମଧ୍ୟରୁ ଅଧିକ ପୁତ୍ର ସନ୍ତାନର ଆଶା ରଖନ୍ତି । ମାତ୍ର ଏହା ସବୁ କ୍ଷେତ୍ରରରେ ସମ୍ଭବ ହୋଇପାରିନଥାଏ । ଅନେକ ସମୟରେ ପୁତ୍ର ବଦଳରେ କନ୍ୟା ସନ୍ତାନ ହୋଇଥାଏ ।  ଆଜିର ଯୁଗରେ ପୁଅ ଓ ଝିଅ ଉଭୟ ସମ୍ମାନ ହୋଇଥାଆନ୍ତି । କିନ୍ତୁ ଅନେକ ଲୋକମାନଙ୍କ  ଆଶା ହୋଇଥାଏ ଯେ ସେମାନଙ୍କର କେବଳ ପୁତ୍ର ସନ୍ତାନ ହିଁ ଜନ୍ମ ହେଉ ବୋଲି ।

କିନ୍ତୁ କିଛି ଏମିତି ଉପାୟ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ଆପଣଙ୍କ ପୂଜା ଘରେ  ଘିଅ ଦୀପ ଜଳା ହେଇଥାଏ । କିନ୍ତୁ ଆପଣ ପୁତ୍ର ସନ୍ତାନଙ୍କୁ ଆଶା କରିଥାଆନ୍ତି । ପ୍ରତି ସୋମବାର  ଓ ଶନିବାର ଦିନ ଦୁଇଟି  ଘିଅ ଦୀପ ଜଳିବା ଦ୍ଵାରା ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାନ୍ତି । ଆପଣଙ୍କ ଶୋଇବା ରୁମ୍ ରେ ଖଟର ସାମନାରେ ଏକ ପୁଅ ସନ୍ତାନର ଫୋଟ ଲଗାନ୍ତୁ  ।

ଏହା ଆପଣଙ୍କ ପୁତ୍ର ସନ୍ତାନ ପ୍ରାପ୍ତି ରେ ଅତ୍ୟଧିକ ସହାୟକ ହୋଇଥାଏ । ପ୍ରତି ରବିବାର ଜମା ବି ଆମିଷ ଖାଇବେ ନାହିଁ । ଏହା କରିବା ଦ୍ଵାରା ପୁତ୍ର ସନ୍ତାନ ଜନ୍ମ ହେବାରେ ବହୁତ ବଡ କାମ କରିଥାଏ । ଏଭଳି ପୋଷ୍ଟ  ପାଇଁ  ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button