ଦେଶ- ବିଦେଶ
ଜୁନ୍ ୪ରେ ହାରିଲେ ଇଭିଏମ୍କୁ ଦାୟୀ କରିବେ ରାହୁଲ: ଗୃହମନ୍ତ୍ରୀ ଅମିତ ଶହ – Kalinga News
[ad_1]
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାଇହ ଆଜି ଦେଓରିଆରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହ କହିଛନ୍ତି, ଜୁନ୍ ୪ ତାରିଖ ସକାଳ ୭ଟାରୁ ଭୋଟ ଗଣତି ଆରମ୍ଭ ହେବ। ଅପରାହ୍ନ ୧ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ। ଅପରାହ୍ନ ୩ଟାରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ତଥା ଇଣ୍ଡି ମେଣ୍ଟ ବିପର୍ଯ୍ୟୟ ପାଇଁ ଇଭିଏମ୍କୁ ଦାୟୀ କରିବେ। ତେବେ ଜୁନ୍ ୬ ତାରିଖ ପାଇଁ ରାହୁଲଙ୍କର ଟିକେଟ୍ ବୁକ୍ ହୋଇଛି ଏବଂ ସେ ଛୁଟି କାଟିବା ପାଇଁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିବେ ବୋଲି ଶାହ କହିଛନ୍ତି।
[ad_2]