ଦେଶ- ବିଦେଶ

ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ମାସେ ବୃଦ୍ଧି – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ମାସେ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ମେ’ ୩୧ ତାରିଖରେ ସେନା ବାହିନୀ ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ମେ’ ୨୬ ତାରିଖରେ କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର କାର୍ଯ୍ୟକାଳକୁ ଆହୁରି ୧ ମାସ ଅର୍ଥାତ୍ ଜୁନ୍ ୩୦ ଯାଏଁ ବୃଦ୍ଧି କରିବା ପ୍ରସ୍ତାବକୁ ସ୍ବୀକୃତି ଦେଇଥିଲା। ଆର୍ମି ରୁଲ୍ସ ୧୯୫୪ର ଧାରା ୧୬ (କ) (୪) ଅନୁସାରେ ଏହି କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଜେନେରାଲ୍ ପାଣ୍ଡେ ଡିସେମ୍ବର ୧୯୮୨ରେ କର୍ପସ୍ ଅଫ୍ ଇଂଜିନିୟର୍ସରେ ଯୋଗ ଦେଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button