ରାଜନୀତି
ଖଲ୍ଲିକୋଟ ହିଂସାକାଣ୍ଡ: ଅଭିଯୁକ୍ତଙ୍କୁ ଥାନାକୁ ନେବାବେଳେ ପୁଲିସ୍ ଗାଡି ଉପରକୁ ବୋତଲ-ଢେଲା ମାଡ – Kalinga News

[ad_1]
ଖଲ୍ଲିକୋଟ: ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଗାଁ ଲୋକେ ଉତ୍ତେଜିତ ହୋଇ ଘେରାଉ କରିଛନ୍ତି । ପୁଲିସ୍ ଗାଡି ଉପରକୁ ସେମାନେ ବୋତଲ ଏବଂ ଢେଲା ମାଡ କରିଛନ୍ତି । ବୋତଲ ଏବଂ ଢେଲା ମାଡରେ ପୁଲିସ୍ ଭ୍ୟାନର କାଚ ଭାଙ୍ଗି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଲାଠି ଚାର୍ଜ କରିଛି ।

Sambad is now on WhatsApp
Join and get latest news updates delivered to you via WhatsApp
ସୁଚନାଯୋଗ୍ୟ, ଖଲ୍ଲିକୋଟରେ ନିର୍ବାଚନୀ ହିଂସାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।
[ad_2]