ରାଜନୀତି

ଶୋଭାଯାତ୍ରା କରି ଆସିଲେ: ନାମାଙ୍କନ ନ କରି ଫେରିଆସିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା – Kalinga News

[ad_1]

ଭୁବନେଶ୍ବର: କଟକ ଜିଲ୍ଲା ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ସୋମବାର ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ। ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି। ହେଲେ ନାମାଙ୍କନ ନ କରି ଫେରିଆସିବାର କାରଣ ସ୍ପଷ୍ଟ ହୋଇନାହିଁ। ସେ ହଜାର ହଜାର ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ। ହେଲେ ସେ କାହିଁକି ନାମାଙ୍କନ ନ କରି ଫେରିଆସିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ମାହାଙ୍ଗା ରାଜନୀତି ଜୋର ଧରିଥିବା ବେଳେ କାହିଁକି ଅଙ୍କିତ ନାମାଙ୍କନ ଭରିଲେ ନାହିଁ ତାହା କେହି ସ୍ପଷ୍ଟଭାବେ କହିପାରୁନାହାଁନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button