ରାଜନୀତି
ଶକ୍ତି ପ୍ରଦର୍ଶନ କଲେ ଦେବେଶ: ବିରାଟ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ – Kalinga News

[ad_1]
ବରଗଡ଼: ବରଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ।
ତାଙ୍କ ଶୋଭାଯାତ୍ରା ତଥା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟିକା ପ୍ରାର୍ଥୀ ରୀତା ସାହୁ, ପଦ୍ମପୁର ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରମୁଖ ସାମିଲ ହୋଇଥିଲେ ।

Sambad is now on WhatsApp
Join and get latest news updates delivered to you via WhatsApp
ବିରାଟ ଶୋଭାଯାତ୍ରାରେ ହଜାର ହଜାର କର୍ମୀଙ୍କ ସହ ସେ ରୋଡ ସୋ କରିଛନ୍ତି। ନଦୀପଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଦେବେଶ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
[ad_2]