କେଉଁ ପତ୍ର ଖାଇଲେ ମଳକଣ୍ଟକ ପୁରା ଠିକ ହୋଇଯାଏ ? ଏହା ସହ ଜାଣନ୍ତୁ 10+ GK ଓ ଏହାର ଉତ୍ତର

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଜ୍ଞାନ ର ଆବଶ୍ୟକତା ଜରୁରୀ ଅଟେ । ପ୍ରତେକ ମଣିଷ ଜ୍ଞାନ ଆହରଣ ପାଇଁ ଅନେକ ପାଠ ପଢିଥାଏ । କିନ୍ତୁ କିଛି ଏମିତି ପାଠ ଅଛି ଯାହା ବହି ରେ ନ ଥାଏ । ଯାହାକୁ ଆମେ ସାଧାରଣ ଜ୍ଞାନ କହିଥାଉ । ଏହି ସବୁ ସାଧାରଣ ଜ୍ଞାନ ଆମ ଆଖ ପାଖରେ ଘଟୁଥିବା କିଛି ଘଟଣାମାନ କୁ ନେଇ ଆଧାରିତ ହୋଇଥାଏ । ଯାହା ବିଷୟରେ କିଛି ଲୋକ ଜାଣିଥିଲେ ମଧ୍ୟ ଠିକ ସମୟରେ ଉତ୍ତର ଦେଇ ପାରନ୍ତି ନାହିଁ ।
ଏହି ସବୁ ଜ୍ଞାନ କୁ ନିଜର ବୁଦ୍ଧି ଖର୍ଚ୍ଚ କରି କହିବାକୁ ପଡିଥାଏ । ଏହି ସବୁ ସାଧାରଣ ପ୍ରଶ୍ନ ବିଷୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜଣାଇବା ନିହାତି ଜରୁରୀ ହୋଇଥାଏ । ଯାହା ଦ୍ୱାରା ସେମାନେ ଦରକାର ସମୟରେ ଅତି ସହଜରେ କେଉଁଠି ବି ଉତ୍ତର ଦେଇ ପାରିବେ । ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ବହୁତ ସହଜ ଓ ସରଳ ଅଟେ । ଯାହା ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣିବା ନିହାତି ଜରୁରୀ ଅଟେ । ଆସନ୍ତୁ ଜାଣିବା ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।
1- cold drinks ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର- ମଧୁମେହ ।
2- ଚିତାବାଘ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?
ଉତ୍ତର- 12 ବର୍ଷ ।
3- ଭାରତ ର ସବୁଠାରୁ ସଫା ସହର ର ନାମ କଣ ?
ଉତ୍ତର- ଇନ୍ଦୋର ।
4- ମ୍ୟାଗୀ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?
ଉତ୍ତର- ରକ୍ତହୀନତା ।
5- କେଉଁ ଫଳ ଖାଇବା ଦ୍ଵାରା ମୁହଁ ର ସୁନ୍ଦରତା ବଢିଥାଏ ?
ଉତ୍ତର- କମଳା ।
6- ଶରୀରର କେଉଁ ଅଙ୍ଗ ନିଆଁ ରେ ବି ଜଳେ ନାହିଁ ?
ଉତ୍ତର- ନଖ ।
7- ଭାରତର କେଉଁ ରାଜ୍ୟରେ କେଦାରନାଥ ମନ୍ଦିର ଅଛି ?
ଉତ୍ତର- ଉତ୍ତରାଖଣ୍ଡ ।
8- ମାଛ କାହା ସାହାର୍ଯ୍ୟ ରେ ଶ୍ଵାସକ୍ରିୟା କରିଥାଏ ?
ଉତ୍ତର- ଗାଲି ।
9- କୁକୁଡା କେଉଁ ଦେଶର ଜାତୀୟ ପକ୍ଷୀ ଅଟେ ?
ଉତ୍ତର- ଶ୍ରୀଲଙ୍କା ।
10- ମାଟିରେ ସୋଇଲେ କେଉଁ ରୋଗ ଠିକ ହୋଇଯିବ ?
ଉତ୍ତର- ହାର୍ଟ ଆଟାକ ।
11- ବିଶ୍ଵର କେଉଁ ଦେଶରେ ସବୁଠାରୁ ଅଧିକ ତରଭୁଜ ଉତ୍ପାଦନ ହୁଏ ?
ଉତ୍ତର- ଚୀନ ।
12- ମନୁଷ୍ୟର ରକ୍ତ କେତେ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବ ?
ଉତ୍ତର- 35 ଦିନ ।
13- ଅଜଗର ସାପ କେତେ ଫୁଟ ଲମ୍ବା ହୋଇଥାଏ ?
ଉତ୍ତର- 20 ।
14- କେଉଁ ପତ୍ର ଖାଇଲେ ମଳକଣ୍ଟକ ପୁରା ଠିକ ହୋଇଯାଏ ?
ଉତ୍ତର- ତେତୁରି ପତ୍ର ।