ସ୍ୱାସ୍ଥ୍ୟ

ପେଟର 100 ବେମାରୀର ଏହି 1 ଉପାୟ ! ସପ୍ତାହରେ କେବଳ 2 ଥର କରନ୍ତୁ ସେବନ

ବନ୍ଧୁଗଣ ପେଟରେ ସମସ୍ଯା ହେବା ଦ୍ଵାରା ଗ୍ଯାସ, ଏସିଦିଟି, କୋଷ୍ଠକାଠିନ୍ଯ, କବଯ ଆଦି ଅନେକ ସମସ୍ଯା ଦେଖାଦେଇଥାଏ । ପେଟ ଠିକ ନଥିଲେ ଶରୀରର କୌଣସି ଜିନିଷ ମଧ୍ୟ ଠିକ ରହିପାରେ ନାହିଁ । କାରଣ ପେଟରୁ ଅନେକ ପ୍ରକାର ବେମାରୀର ଜନ୍ମ ହୋଇଥାଏ । ତେବେ ପେଟ ଜନିତ ସବୁ ସମସ୍ଯାର ସମାଧାନ କରିବା ପାଇଁ ବହୁତ ଭଲ ଘରୋଇ ରେମିଡି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

ଯାହା ପେଟର ସମସ୍ଯାକୁ ଠିକ କରିବା ସହିତ ରକ୍ତକୁ ପତଳା କରିଥାଏ, ଶରୀରରୁ ଆଳସ୍ୟ ଦୂର କରି ଶରୀରକୁ ସତେଜ ବନାଇଦେଇଥାଏ । ତେବେ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ଲେମ୍ବୁର ଆବଶ୍ୟକତା ପଡିବ । ପ୍ରଥମେ ଲେମ୍ବୁକୁ ଛୋଟ ଛୋଟ ସ୍ଲାଇସ କରି କାଟି ଦିଅନ୍ତୁ । ଲେମ୍ବୁରୁ ମଞ୍ଜି ବାହାର କରିଦେବେ । ଦିତୀୟରେ ଅଧା ଇଞ୍ଚ ଲମ୍ବର ଏକ ଛୋଟ ସାଇଜ ଅଦାକୁ କାଟି ଟିକି ଟିକି କରି ଦିଅନ୍ତୁ । ଅଦାକୁ ନବାଟି ତାହାକୁ ଟିକି ଟିକି ଖଣ୍ଡରେ ହିଁ କାଟିକି ରଖିବେ ।

ତୃତୀୟରେ ଆପଣଙ୍କୁ ପୁଦିନା ପତ୍ରର ଆବଶ୍ୟକ ପଡିବ । ପେଟ ସମସ୍ଯା ପାଇଁ ପୁଦିନା ରାମବାଣ ସଦୃଶ କାର୍ଯ୍ୟ କରିଥାଏ । ପ୍ରଥମେ ଏକ ଗ୍ଳାସ ଆଣି ସେଥିରେ 2 ରୁ 3 ଟି କଟା ହୋଇ ରଖିଥିବା ଲେମ୍ବୁ ଖଣ୍ଡକୁ ରଖନ୍ତୁ । ତାପରେ ସେଥିରେ 2 ଖଣ୍ଡ ଅଦାକୁ ପକାନ୍ତୁ । ତାପରେ ସେଥିରେ 5 ରୁ 10 ଟି ପୁଦିନା ପତ୍ର ଧୋଇ ସେଥିରେ ଆଡ୍ କରନ୍ତୁ ।

ତାପରେ ସେହି ଗ୍ଳାସରେ ପାଣି ଭର୍ତ୍ତି କରି ରଖିଦିଅନ୍ତୁ । 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ଏଭଳି ଭାବେ ପାଣି ପ୍ରସ୍ତୁତ କରି ତାହାକୁ ଘୋଡାଇ ରଖି ଦିଅନ୍ତୁ । ଯେପରି ସେହି ପାଣିରେ ପଡି ରହିଥିବା ସମସ୍ତ ପୋଷକ ତତ୍ଵ ସେହି ପାଣି ମଧ୍ୟକୁ ଚାଲି ଆସିବ । ତାପରେ ଆପଣ ପ୍ରସ୍ତୁତ କରିଥିବା ସେହି ପାଣିର ସେବନ କରନ୍ତୁ ।

ରାତି ସମୟରେ ଏହାର ସେବନ କରନ୍ତୁ ନାହିଁ । ସକାଳ ବା ଦ୍ଵିପହରର କୌଣସି ସମୟରେ ଏହି ପାଣି 3 ରୁ 4 ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରି ତାପରେ ଏହାର ସେବନ କରନ୍ତୁ । ଏହି ପାଣିର ସେବନ ଦ୍ଵାରା ଶରୀରରେ ଜମି ରହିଥିବା ଅନେକ ଅଦରକାରୀ ପଦାର୍ଥକୁ ଶରୀରରୁ କାଢି ଶରୀରକୁ ବିଷାକ୍ତମୁକ୍ତ କରିଦେଇଥାଏ । ପେଟରେ ଥିବା ବିଭିନ୍ନ ପ୍ରକାର ପେଟ ରୋଗକୁ ଏହା ଭଲ କରିଦେବ ।ଶରୀରର ସବୁ ହାଲିଆପଣକୁ ଦୂର କରି ଶରୀରକୁ ସତେଜ ଓ ଫୁର୍ତ୍ତି ମଧ୍ୟ ବନାଇଥାଏ । ଶରୀରରେ ସମସ୍ତ କାର୍ଯ୍ୟକୁ କରିବା ନୂଆ ଏକ ଏନର୍ଜି ମଧ୍ୟ ଦେଇଥାଏ

 

Related Articles

Leave a Reply

Your email address will not be published. Required fields are marked *

Back to top button