ଦେଶ- ବିଦେଶ

କେବେଠାରୁ ସୃଷ୍ଟି ହୋଇଥିଲେ କିନ୍ନର ଜାତି ପ୍ରକୃତ କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଭୟଙ୍କର କଥା ଜଲଦି ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କିନ୍ନର ମାନଙ୍କ ବିଷୟରେ ଏପରି କିଛି ରୋଚକ ତତ୍ତ୍ଵ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଯେ ପରି ମଣିଷ ଦୁଇ ପ୍ରକାର ସେହି ପରି କିନ୍ନର ମଧ୍ୟ ଦୁଇ ପ୍ରକାରର ପ୍ରଥମ କିନ୍ ପୁରୁଷ ଓ ଦ୍ୱିତୀୟଟି ହେଉଛି କିନ୍ ନାରୀ ଏମାନେ କିପରି ସୃଷ୍ଟି ହେଲେ |

ଆସନ୍ତୁ ଜାଣିବା ହେଲେ ଗୋଟେ ଗପ ଆକାରରେ ଜଣେ ରାଜା ଜଙ୍ଗଲକୁ ଯାଇଥିଲେ ଶିକାର କରିବା ଉଦ୍ଧେଶ୍ୟରେ ହେଲେ ସେମାନେ ଜାଣି ନଥିଲେ ଯେ ସେହି ଜଙ୍ଗଲରେ ମହାଦେବ ଓ ପାର୍ବତୀ ବିଳାସ ବେଶନରେ ବୁଡି ରହିଥିଲେ ସେତିକି ବେଳେ ମହାଦେବ ମାତା ପାର୍ବତୀଙ୍କୁ ପର୍ସନ କରିବାକୁ ସ୍ତ୍ରୀ ରୂପ ନେଇଥିଲେ |

ଠିକ୍ ସେତିକି ବେଳେ ଜଙ୍ଗଲର ସମସ୍ତ ପୁରୁଷ ବୃକ୍ଷ ନାରୀ ବୃକ୍ଷରେ ପରିଣତ ହୋଇଗଲେ ଓ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ରାଜା ଓ ତାଙ୍କ ସୈନିକ ମାନେ ମଧ୍ୟ ନାରୀରେ ପରିଣତ ହୋଇ ଯାଇଥିଲେ ଏହାକୁ ଦେଖି ସେମାନେ ବହୁତ ଭୟ ଭିତ ହୋଇଯାଇଥିଲେ | ସେମାନେ ସମସ୍ତେ ମହା ଦେବଙ୍କ ପାଖକୁ ଯାଇଥିଲେ ଓ ତାଙ୍କୁ ପୁରୁସତ୍ଵ ମାଗିବା ଆଗରୁ ମହା ଦେବ ତାଙ୍କୁ ମନା କରିଥିଲେ ଯେ ପୁରୁସତ୍ୱ ଛଡା ଆଉ କିଛି ବି ମାଗି ପାରିବ ରାଜା ଆଉ କିଛି ବରଦାନ ନମାଗି ସେରି ଆସିଥିଲେ । ସେବେ ଠାରୁ ପୃଥିବୀରେ କିନ୍ନର ମାନେ ପୁଥିବିରେ ବାସ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button