ସ୍ୱାସ୍ଥ୍ୟ
ଦିନକୁ କେବଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳିଜିବ ଥରେ ନିଶ୍ଚୟ କରିକି ଦେଖନ୍ତି

ଦର୍ଶକ ବନ୍ଧୁ କାଶ ଥଣ୍ଡା ହେବା ଏକ ସାଧାରଣ କଥା ଅଟେ ପିଲାଙ୍କ ଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ କାଶ ହୋଇ ପରେ ଋତୁରେ ଅଳ୍ପ ପରିବର୍ତ୍ତନ ଦ୍ଵାରା ଲୋକଙ୍କୁ ବାରମ୍ବାର କାଶ ହୋଇ ଥାଏ ସେଥି ପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଏପରି ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ କାଶ ଜନିତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବ।
ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ଗ୍ଲାସ୍ ପାଣି ଏକ ପାତ୍ରରେ ଗରମ୍ କରି ସେଥିରେ ଛୋଟ ଛୋଟ ଖଣ୍ଡ ଆଡ ପକାନ୍ତୁ ଏହା ପାନିସହିତ ମିଶାଇବା ପରେ ଆପଣ ଏଥିରେ ଏକ ତେଜ ପତ୍ର ପକାନ୍ତୁ ତାପରେ ଏକ ଚାମଚ୍ ଜୁଆଣି ପକାନ୍ତୁ |ଏହା ପରେ ଆପଣ ଏଥିରେ ଅଧା ଚମକ୍ ଗୋଲ ମରିଚ ଗୁଣ୍ଡ ପକାନ୍ତୁ
ଏହା ମିଶିବା ପରେ ଆପଣ ଶେଷରେ ଏଥିର ଏକ ଚାମଚ୍ ସୁନ୍ତି ଗୁଣ୍ଡ ପକାନ୍ତୁ ଏହି ସମସ୍ତ ସାମଗ୍ରୀ ପକାଇବ ଏପରି ଆପଣ ଏହାକୁ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଅଠାଳିଆ ନ ହେଇଯାଇଛି ଏହା ଅଠା ପରେ ହୋଇଗଲା ପରେ ଆପଣ ଏହାକୁ ଏକ ପାତ୍ରରେ ବାହାର କରି ଥଣ୍ଡା ହେବାକୁ ଚଡ଼ିଆ ଦିଅନ୍ତୁ




