ଜ୍ୟୋତିଷ

କାଲି ଚୈତ୍ର ମଙ୍ଗଳବାର ( ଲୁଣର ଏହି ଉପାୟ ) କୋଟିପତି ବନେଇଦିଏ ଆପଣଙ୍କୁ : Salt Vastu tips

ବନ୍ଧୁଗଣ ବହୁ ପୁରାତନ କାଳରୁ ଲୁଣର ବ୍ୟବହାର ହୋଇ ଆସୁଛି । ଲୁଣ କେବଳ ଭୋଜନକୁ ସ୍ଵାଦିଷ୍ଟ ବନାଇଥାଏ ତାହା ନୁହେଁ ବରଂ ଏହା ଆମକୁ ବହୁତ ଫାଇଦା ଦେଇଥାଏ । ଯଦି ମଣିଷ ମଧ୍ୟରେ ଲୁଣର କମି ହୋଇଯାଏ ତେବେ ଶରୀର କେବେ ଖରାପ ହୋଇପାରେ । ଲୁଣ ଚମତ୍କାରୀ ଭାବେ ଲାଭ ପ୍ରଦାନ କରିଥାଏ ।

ଲୁଣକୁ ନେଇ କିଛି ଏମିତି ଉପାୟ ପ୍ରଚଳିତ ଅଛି ଯଦି ମଣିଷ ତାହା କରିନିଏ ତେବେ ଗରିବୀ କୁ ଦୂର କରିପାରିବ । ସେ ବହୁତ ଜଲ୍ଦି ଧନୀ ହୋଇପାରେ । ଲୁଣର ଏହି ଉପାୟ ରାତାରାତି ଭାଗ୍ୟ ଚମକାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଲୁଣର କିଛି ଖାସ ଉପାୟ ବିଷୟରେ ।ଆପଣ କୌଣସି ଦିନ ଏହି ଉପାୟ କରିପାରିବେ । ଏହି ଉପାୟରେ ଏତେ ଶକ୍ତି ଯେ ଆପଣ ବିଶ୍ଵାସ କରିପାରିବେ ନାହି ।

100 ଗ୍ରାମ ମୁଗ ଡାଲି, 50 ଗ୍ରାମ ଚାଉଳ, ନାଲି ଲଙ୍କା, ଲୁଣ, 100 ଗ୍ରାମ ସୋରିଷ ତେଲ, ପାଣି ବୋତଲ ଏହି ସବୁ ସାମଗ୍ରୀକୁ ଏକତ୍ରିତ କରନ୍ତୁ । ଏହାକୁ ଆପଣ କୌଣସି ପୁରୁଷ ବା ମହିଳାଙ୍କୁ ଦିଅନ୍ତୁ । ଆଉ ଦେଖନ୍ତୁ ଭାଗ୍ୟ କିପରି ଦୂର ହୋଇଯିବ । ଚାକିରି, ବ୍ୟପାରରେ ଉନ୍ନତି ହେବ । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇଆସିବେ । ଆପଣଙ୍କର ବୃହସ୍ପତି, ଶୁକ୍ର ଗ୍ରହ ମଜବୁତ ହେବ । କରଜରୁ ମୁକ୍ତି ପାଇବେ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣକୁ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧି ମାନା ଯାଇଥାଏ । ଲୁଣକୁ ଯଦି ଆପଣ ଷ୍ଟିଲ ବା ଲୁହା ପାତ୍ରରେ ରଖୁଛନ୍ତି ତ ଏହା ଶନି ଓ ଚନ୍ଦ୍ରଙ୍କ ମିଳନ ହେବ । ଯାହାକି ଘାତକ ସିଦ୍ଧ ହୋଇଥା । ଏପରିକି ଆପଣ କାଙ୍ଗାଲ ହୋଇପାରନ୍ତି । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ବି ରଖନ୍ତୁ ନାହି । ଲୁଣକୁ କାଚ ପାତ୍ରରେ ରଖିଲେ ଶୁଭ ମାନାଯାଏ । ଖାଦ୍ଯରେ ଲୁଣର ପରିମାଣ କମ ହେଲେ ଅଳ୍ପ ଲୁଣ ଫିଙ୍ଗିବା ଅଶୁଭ ହୋଇଥାଏ ।

ଲୁଣ ତଳେ ପଡିବା ଭୁଲ ମାନାଯାଏ । କାହା ଠାରୁ ଉଧାରରେ ଆଣି ଲୁଣ ଖାଇବା ଅନୁଚିତ । ଘର ପୋଛା ମାରିବା ସମୟରେ ଲୁଣ ପକାଇବା ଭଲ ହୋଇଥାଏ । ସନ୍ଧ୍ୟା ସମୟରେ କାହା ଠାରୁ ଲୁଣ ନେବା ବା ଦେବା ଅନୁଚିତ । ଏମିତି କରିଲେ ଆପଣଙ୍କ ଘରର ସୁଖ ସମୃଦ୍ଧି ଚାଲିଯାଏ । ନଜର ଦୋଷ, ତନ୍ତ୍ରମନ୍ତ୍ର, ଖରାପ ଶକ୍ତି ଦୂର କରିବାକୁ କରନ୍ତୁ ଏହି ଖାସ ଉପାୟ ।

ଏଥିପାଇଁ ଅଳ୍ପ ଲୁଣ, ଅଟା, ନାଲି ଲଙ୍କା, ଗୋଟେ ଖଣ୍ଡ କୋଇଲା, ହଳଦୀ ନିଅନ୍ତୁ । ଏଇ ସବୁ ଜିନିଷକୁ ଏକାଠି କରି କାଗଜରେ ବାନ୍ଧି ଯାହାକୁ ନଜର ଲାଗିଛି ତାର ମୁଣ୍ଡରେ 7 ଥର ବୁଲାନ୍ତୁ । ଏହାକୁ ନିଆଁରେ ଜଳାଇ ଦିଅନ୍ତୁ । ଦେଖିବେ 1 ମିନିଟରେ ସବୁ ନଜର ଦୋଷ ଦୂର ହେବ । ସନିବାରରେ ଲୁଣର ଦାନ କରିବା ଶୁଭ ହେବ ସହ ନବଗ୍ରହ ସାନ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button