ଜ୍ୟୋତିଷ

ପଣା ସଂକ୍ରାନ୍ତି ( 14 April ) ଏହି 5ଟି ରାଶିର ଭାଗ୍ୟ ବଦଳିବ, ଧନର ବର୍ଷା ହେବ

ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ନବ ବର୍ଷର ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ ଆମ ପରିବାର ତରଫରୁ । ପ୍ରତେକ ବ୍ୟକ୍ତି ଜୀବନରେ ଖୁସିରେ ରହିବାକୁ ଚାହିଁଥାନ୍ତି । ତାଙ୍କ ପାଖରେ ବହୁତ ଗୁଡାଏ ପଇସା ରହୁ ଏମିତି ବ୍ୟକ୍ତି ଇଚ୍ଛା କରିଥାଏ । ଭବିଷ୍ୟତ ବିଷୟରେ ଜାଣିବାକୁ ବ୍ୟକ୍ତି ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । ତେବେ ଏପ୍ରିଲ 14 ରେ ପଡୁଛି ଓଡିଆ ନବ ବର୍ଷ ବା ପଣା ସଙ୍କ୍ରାନ୍ତି ।

ଏହି ଦିନରୁ 5ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ କହିବୁ ନବ ବର୍ଷ ଠାରୁ ଏହି 5ଟି ରାଶି ରାଜାଙ୍କ ଭଳି ଜୀବନ ବିତାଇବେ ଆଉ ମିଳିବ ବଡ ଖୁସିର ଖବର । ବୃଷ ରାଶି : ଏହି ରାଜଯୋଗ ଆପଣଙ୍କ ପାଇଁ ଖୁବ ଭଲ ରହିବାର ଅଛି । ଆପଣଙ୍କର ଭାଗ୍ଯର ଦ୍ଵାର ଖୋଲିଯିବ । ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ନୂଆ ଯୋଜନା ହେବାର ଅଛି । ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ପ୍ରଭୁ ହନୁମାନଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଚାକିରି କରୁଥିଲେ ଭଲ ଲାଭ ମିଳିବ । ଲମ୍ବା ସମୟରୁ ପ୍ରମୋସନ ଅପେକ୍ଷାରେ ଥିଲେ ସଫଳ ହେବେ ।

ମେଷ ରାଶି : ଆପଣଙ୍କ ପାଇଁ ରାଜଯୋଗର ସମୟ ଆସୁଛି । ଲମ୍ବା ସମୟରୁ ଯେଉଁ ଅସୁବିଧାର ସମୁଖିନ୍ନ ହେଉଥିଲେ ତାହା ଦୂର ଏ । ସମସ୍ୟାର ସାମାଧାନ ମିଳିବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ । ଯାହା ଆପଣଙ୍କୁ ସଠିକ ଦିଗ ଦେଖାଇବେ । ବ୍ୟାପାରୀଙ୍କ ପାଇଁ ଦିନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ବଡ ଧନ ଲାଭର ଯୋଗ ବନୁଛି । ବ୍ୟାପାରୀଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭର ସମ୍ଭାବନା ଅଛି । ଅନେକ ଦିନରୁ ଅପେକ୍ଷା କରିଥିବା କାମରେ ସଫଳତା ପ୍ରାପ୍ତ କରିବେ । ଏହି ଯୋଗ ପରେ ପଇସାର ଅଭାବ ରହିବ ନାହି । ଭାଗ୍ଯର ସହଯୋଗ ପାଇବେ । ଯେଉଁ କାରଣରୁ ଆପଣ ସଫଳତା ପ୍ରାପ୍ତ କରିବେ ।

ତୁଳା ରାଶି : ଆପଣଙ୍କୁ ଏହି ମହାସଂଯୋଗ କାରଣରୁ ବହୁତ କମ ସମୟରେ ଅଧିକ ଲାଭ ଦେଖିବାକୁ ମିଳିବ । କାନୁନ ମାମଲାରେ ଫସିଥିବା ଲୋକଙ୍କୁ ସଫଳତା ମିଳିବ । ଆଗାମୀ ଦିନ ବହୁତ ଖୁସି ପୂର୍ଣ୍ଣ ରହିବ । କେବେବି ଆପଣଙ୍କ ପାଖରେ ଟଙ୍କାର ଅଭାବ ଦେଖାଯିବ ନାହି । ପ୍ରଭୁ ହନୁମାନଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ରାଜଯୋଗ କାରଣରୁ ଧନର ବର୍ଷା ହୋଇପାରେ । କିନ୍ତୁ ଆପଣଙ୍କୁ ସତର୍କ ରହିବାର ଅଛି । ଆପଣଙ୍କ ଦ୍ଵାରା ଏମିତି କିଛି ଭୁଲ ନ ହେଉ ଯାହା ଫଳରେ ହନୁମାନ ଜୀ ଆପଣଙ୍କ ଉପରେ ରାଗିବେ । ସବୁ ଅସୁବିଧା ବହୁତ ଜଲ୍ଦି ଦୂର ହେବ । ଚାକିରି ମିଳିବାର ସମ୍ଭାବନା ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button