ଖେଳ ଖବର

ଟସ୍ ଜିତିଲା କୋଲକାତା ନାଇଟ୍ ରାଇଡର୍ସ: ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]

କୋଲକାତା: ଆଇପିଏଲ ୨୦୨୪ର ୨୮ତମ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍‌ଏସ୍‌ଜି) ମଧ୍ୟରେ ମୁକାବିଲା ହେଉଛି। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ

କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

କୋଲକାତା ନାଇଟ୍ ରାଇଡର୍ସ ପ୍ଲେଇଙ୍ଗ ୧୧ରେ ଫିଲିପ୍ ସଲ୍ଟ (ୱିକେଟ କିପର), ସୁନୀଲ ନାରିନ, ଭେଙ୍କଟେଶ ଆୟର୍, ଶ୍ରେୟସ୍ ଆୟର୍ (ଅଧିନାୟକ), ଅଙ୍ଗ୍ରିଶ ରଘୁବଂଶୀ, ଆଣ୍ଡ୍ରେ ରସେଲ, ରାମଣଦୀପ ସିଂ, ମିଚେଲ ଷ୍ଟାର୍କ, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି।

ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପ୍ଲେଇଙ୍ଗ ୧୧ରେ କ୍ୱିଣ୍ଟନ୍ ଡି କକ୍, କେ.ଏଲ୍ ରାହୁଲ (ୱିକେଟ କିପର/ ଅଧିନାୟକ), ଦୀପକ ହୁଡା, ଆୟୁଷ ବାଡୋନି, ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରନ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ମୋହସିନ୍ ଖାନ୍, ଶମର ଜୋସେଫ, ୟଶ ଠାକୁର ଅଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button