ଖେଳ ଖବର

ଟସ୍ ଜିତିଲା ରାଜସ୍ଥାନ ରୟାର୍ଲ୍ସ : ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]

ଚଣ୍ଡିଗଡ଼: ଆଇପିଏଲର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ଏବଂ ରାଜସ୍ଥାନ ରୟାର୍ଲ୍ସ (ଆରଆର) ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବର ଚଣ୍ଡିଗଡ଼ର ମୁଲାନପୁରର ମହାରାଜା ୟଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାର୍ଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ କିଙ୍ଗସ୍ ଅଧିନାୟକ ଶିଖର ଧାୱନ ଆହତ ଥିବାରୁ ତାଙ୍କ ବଦଳରେ ମ୍ୟାଚ୍‌ରେ ଅଧନାୟକ ଥିବା ସାମ କରନଙ୍କ ନେତୃତ୍ବରେ ବ୍ୟାଟିଂ କରିବା ଆରମ୍ଭ କରିଛି।

ପଞ୍ଜାବ କିଙ୍ଗସ୍ ପ୍ଲେଇଙ୍ଗ ୧୧ରେ ଜନି ବେୟାରଷ୍ଟୋ, ଅଥର୍ଭା ତାୟଡେ, ପ୍ରଭାସିମରନ ସିଂ, ସାମ କରନ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟ୍ କିପର), ଶଶାଙ୍କ ସିଂ, ହରପ୍ରୀତ ବରାଡ, ହର୍ଷଲ ପଟେଲ, ଅର୍ଶଦୀପ ସିଂ, କାଗିସୋ ରବାଡା ରହିଛନ୍ତି।

ସେହିପରି ରାଜସ୍ଥାନ ରୟାର୍ଲ୍ସ ପ୍ଲେଇଙ୍ଗ୍ ୧୧ରେ ସଞ୍ଜୁ ସାମସନ (ୱିକେଟ୍ କିପର / ଅଧିନାୟକ) , ରିଆନ୍ ପରାଗ, ଧ୍ରୁଭ ଜୁରେଲ, ଶିମରନ୍ ହେଟମିୟର, ରୋଭମାନ ପାୱେଲ, ତନୁଶ କୋଟିଆନ୍, କେଶବ ମହାରାଜ, ଟ୍ରେଣ୍ଟ ବୋଲ୍ଟ, ଆଭେଶ ଖାନ, କୁଲଦୀପ ସେନ, ୟୁଜଭେନ୍ଦ୍ର ଚହଲ ଅଛନ୍ତି।

 

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button