ସ୍ୱାସ୍ଥ୍ୟ

ନଡିଆ ତେଲରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ, କେଶ ହେବ ଏତେ ମୋଟା ଆଉ କଳା କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ

ବନ୍ଧୁଗଣ ମହିଳା ମାନେ ସବୁବେଳେ ମୋଟା, ଲମ୍ବା ଓ କଳା କେସ ପାଇବା ପାଇଁ ଇଛା କରିଥାନ୍ତି । ହେଲେ ଆଜିକାଲି କେସ ଝଡିବା ଏକ ସାଧାରଣ ସମସ୍ୟା ହୋଇଯାଇଛି । ବହୁତ କମ ବର୍ଷ ବୟସରେ ଉଭୟ ଝିଅ ଓ ପୁଅ ମାନଙ୍କର କେସ ଝଡିବାର ଆରମ୍ଭ ହୋଇଯାଉଛି । କେସ ଝଡିବାକୁ ରୋକିବା ପାଇଁ ଆପଣ ମାନେ ଅନେକ ପ୍ରକାରର ସାମ୍ପୁ ଓ ହେୟାର ଅଏଲର ବ୍ୟବହାର କରୁଥିବେ । ହେଲେ ବନ୍ଧୁଗଣ ଏହି ସବୁ ଜିନିଷରେ ଅଧିକ ମାତ୍ରାରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ କେସକୁ ଅଧିକ ଡ୍ୟାମେଜ କରିଥାଏ ।

ଯଦି ଆପଣ ବି ନିଜ କେସ ଝଡିବା ସମସ୍ୟାକୁ ଦୂର କରେଇବା ପାଇଁ ଚାହୁଁଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ରେମେଡି ନେଇ ଆସୁଛୁ ଯାହାକୁ ପ୍ରୟୋଗ କରିବା ପରେ ଆପଣଙ୍କ କେସ ଝଡିବା ସଂପୂର୍ଣ୍ଣ ବଦନ ହୋଇଯିବ ।

ଏହା ସହ ଆପଣଙ୍କ କେସ ଲମ୍ବା, କଳା ଓ ଗହବା ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ । ଏହି ରେମେଡିକୁ ଉଭୟ ଝିଅ ଓ ପୁଅ ମାନେ ପ୍ରୟୋଗ କରିପାରିବେ । ଏହା ହେଉଛି ଏକ ଘରୋଇ ଯାହାକୁ ଆପଣ ମାନେ ଅତି ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ଏହି ରେମେଡି ପାଇଁ ଆପଣ ମାନଙ୍କୁ ଦୁଇଟି ଜିନିଷର ଆବଶ୍ୟକତା ପଡିବ ଯାହା ଆପଣଙ୍କୁ ନିଜ ଘରେ ମିଳିଯିବ । ତେବେ ଆସନ୍ତୁ ଜାଣିବା ସେହି ସବୁ ସାମଗ୍ରୀ ବିଷୟରେ ।

ଏହି ରେମେଡି ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ନଡିଆ ତେଲ । ଆପଣ ମାନେ ଗୋଟେ ବାଉଲରେ ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଆପଣ ମାନେ ନିଜ କେସ ଅନୁଯାଇ ନଡିଆ ତେଲ ନେଇପାରିବେ । ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ସୋରିଷ ତେଲ । ନଡିଆ ତେଲ ଆମ କେସ ଝଡିବା ସମସ୍ୟାକୁ ଦୂର କରିଥାଏ ଓ ସୋରିଷ ତେଲ ଆମ କେସକୁ ମୋଟା ଏବଂ ଘନ କରିଥାଏ । ତେଣୁ ଆପଣ ସେହି ବାଉଲରେ ଏକ ଚାମଚ ସୋରିଷ ତେଲ ନିଅନ୍ତୁ ।

ଏହା ପରେ ଆପଣ ଏହି ଦୁଇଟି ତେଲକୁ ଭଲ ଭାବରେ ମିଶ୍ରଣ କରିଦିଅନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଆପଣ ଏହି ତେଲକୁ ଅଳ୍ପ ଉଷୁମ କରିଦିଅନ୍ତୁ ଓ ନିଜ କେସରେ ଭଲ ଭାବରେ ଲଗାଇ ମାଲିସ କରନ୍ତୁ । ଆପଣ ନିଜ ମୁଣ୍ଡରେ ଭଲ ଭାବରେ ଏହି ତେଲ ଲଗାଇ ଆପଣ ଏହାକାଉ ଗୋଟେ ରାତି ରଖିପାରିବେ କିମ୍ବା ଦୁଇ ଘଣ୍ଟା ରଖି କେସ ଧୋଇ ପାରିବେ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ରେମେଡିର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button