ସ୍ୱାସ୍ଥ୍ୟ

ମାତ୍ର ୨ ମିନିଟ ମଧ୍ୟରେ ଗ୍ୟାସ ସମସ୍ୟା ହୋଇଯିବ ଦୂର,ବାସ ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜି ଆମେ ଆପଣଙ୍କୁ କିଛି ବିଶେଷ ତଥ୍ୟ ବିଷୟରେ କହିବାକୁ ଯାଉଛୁ। ଜୀବନଶୈଳୀ ବିଗିଡି ଯିବା ଯୋଗୁଁ ଅନେକ ଲୋକଙ୍କୁ ଗ୍ୟାସ ବା ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମୟରେ କଣ କରିବା ଉଚିତ?

ଏଥିରେ ଆପଣ କରିବେ ତ କରିବେ କଣ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାହାଦ୍ଵାରା ଆପଣଙ୍କର ଗ୍ୟାସ ଦୂର ହୋଇଯିବ।ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ଅଟେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ପ୍ରାକୃତିକ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣ ପାଣି ନିଅନ୍ତୁ ଏବଂ ଏହାକୁ ଆପଣ ହାଲ୍କା ଉଷୁମ କରି ନିଅନ୍ତୁ। ବର୍ତ୍ତମାନ ସେହି ପାଣିକୁ ଏକ କପକୁ ଢାଳି ନିଅନ୍ତୁ।ଏହାପରେ ଆପଣଙ୍କୁ ଦିତୀୟ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ଫାଳେ ଲେମ୍ବୁ। ଫାଳେ ଲେମ୍ବୁ ଚିପୁଡ଼ି ସେହି ଗରମ ପାଣିରେ ଲେମ୍ବୁ ରସ ମିଶାନ୍ତୁ।ଲେମ୍ବୁ ଆପଣଙ୍କ ଗ୍ୟାସ ଭଳି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।ଏହାପରେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି, ତାହା ହେଉଛି ବେକିଂ ସୋଡା। ବେକିଂ ସୋଡାକୁ ଆମେ ମିଠା ସୋଡା ମଧ୍ୟ କହିଥାଉ

ବେକିଂ ସୋଡ଼ା ଗୋଟେ ଚାମୋଚ ସେହି ପାଣିରେ ମିଶାଇ ଦିଅନ୍ତୁ। ଦେଖିବେ ଏଥିରେ ଫେଣ ବାହାରିବାକୁ ଲାଗିବ। ଏବେ ପ୍ରସ୍ତୁତ ହୋଇଗଲା ପ୍ରାକୃତିକ ଘରୋଇ ଉପଚାର। ଏହାକୁ ଚାହା ଭଳି ସେବନ କରନ୍ତୁ।ଏହା ବହୁତ ପୁରୁଣା ଏବଂ ଚମତ୍କାରୀ ଘରୋଇ ଉପଚାର ଅଟେ।ଏହାକୁ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button