ମନୋରଞ୍ଜନ

ଆଉ ଏକ ଦମ୍‌ଦାର ଛବିରେ ବିଦ୍ୟା – Kalinga News

[ad_1]

ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ପାରିଥିବା ଅଭିନେତ୍ରୀ ବିଦ୍ୟା ବାଲନ୍ ପୁଣି ଏକ ନୂଆ ସିନେମା ସହ ଆସୁଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ଦୋ ଔର୍‌ ଦୋ ପ୍ୟ‌ାର୍‌’ର ଟିଜର୍‌ ରିଲିଜ୍‌ ହୋଇସାରିଛି। ଆସନ୍ତା ମାସରେ ଏହା ରିଲିଜ୍ ‌ହେବ ବୋଲି ଜଣାପଡ଼ିଛି। ଏହି ସିନେମାରେ ପ୍ରତୀକ ଗାନ୍ଧୀଙ୍କ ବିପକ୍ଷରେ ବିଦ୍ୟା ନଜର ଆସିବେ। ଏଥିରେ ତାଙ୍କୁ ରୋମାନ୍ସ ସହ କମେଡି ଦୃଶ୍ୟରେ ବି ଦେଖିବାକୁ ମିଳିବ। ‘ଦୋ ଔର୍‌ ଦୋ ପ୍ୟ‌ାର୍‌’ର ଟିଜର୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ବିବାହ ପରେ ଆରମ୍ଭରେ ଜୀବନ ଯେପରି ମଧୁର ଓ ରୋମାଞ୍ଚକର ଥିଲା, ସେପରି ସମୟ ଆଉ ଥରେ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଚରିତ୍ରମାନଙ୍କୁ ଦେଖିବାକୁ ମିଳୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button