ଖେଳ ଖବର

ସିଲି ପଏଣ୍ଟ୍‌: ଅଯୋଧ୍ୟା ରାମ ମନ୍ଦିରରେ ମହାରାଜ – Kalinga News

[ad_1]

ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ତାରକା କେଶବ ମହାରାଜ ଆଯୋଧ୍ୟାସ୍ଥିତ ରାମମନ୍ଦିର ଗସ୍ତ କରି ବହୁ ଦିନର ସ୍ବପ୍ନ ସାକାର କରିଛିନ୍ତି। ଆଇପିଏଲ୍‌ ଲାଗି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ଶିବିରରେ ଯୋଗ ପୂର୍ବରୁ ମହାରାଜ ଶ୍ରୀ ରାମଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ମନ୍ଦିରରେ ନମସ୍କାର କରୁଥିବାର ଏକ ‌ଫଟୋ ପୋଷ୍ଟ କରି ଏହାର ଶିରୋନାମରେ ରଖିଛନ୍ତି ‘ଜୟ ଶ୍ରୀ ରାମ। ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ’। ଏସ୍‌୨୦ରେ ‌ମହାରାଜ ଏଲ୍‌ଏସ୍‌ଜିର ସହ‌ଯୋଗୀ ଫ୍ରାଞ୍ଚାଇଜ୍‌ ଡର୍ବାନ ସୁପ ଜାଏଣ୍ଟସ୍‌ର ଅଧିନାୟକ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button