ରାଜ୍ୟ

ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ – Kalinga News

[ad_1]

ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ। ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା କରାଯାଇଛି। କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍ କୁ ଅଟକ ରଖି ପ୍ରତିବାଦ କରୁଛି ସଂଘ।

କେନ୍ଦୁଝର : ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା କରାଯାଇଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍ କୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । ଫଳରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଅଟକି ରହିଛି । ସେହିପରି ଗାନ୍ଧି ଛକରେ ପିକେଟିଂ କରି ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି । ଦୋକନ ବଜାର ବନ୍ଦ ରହିବା ସହ ଠପ୍ ହୋଇଯାଇଛି ବସ୍ ଚଳାଚଳ । OMC ଶୁଆକାଟିରୁ ଗୁହାଲଡିହି ଯାଏ ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ୍ ମାଲିକ ସଂଘ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button