ରାଜ୍ୟ

ଲଜରେ ଜୀବନ ହାରିଲେ ଯୁବକ – Kalinga News

[ad_1]

ଆଜି ଝାରସୁଗୁଡା ସହରାଞ୍ଚଳର କଳ୍ପନା ଲଜ ଠାରେ ଜଣେ ଯୁବକ ଜଣକ ଜୀବନ ହାରିଥିବା ସୂଚନା ମିଳିଛି ।  ଝାରସୁଗୁଡା ସହରାଞ୍ଚଳର ଦୁର୍ଗା ମନ୍ଦିର ନିକଟରେ ଥିବା କଳ୍ପନା ଲଜର ରୁମ ନଂ ୧୦୭ରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା।

ଝାରସୁଗୁଡା : ଆଜି ଝାରସୁଗୁଡା ସହରାଞ୍ଚଳର କଳ୍ପନା ଲଜ ଠାରେ ଜଣେ ଯୁବକ ଜଣକ ଜୀବନ ହାରିଥିବା ସୂଚନା ମିଳିଛି ।  ଝାରସୁଗୁଡା ସହରାଞ୍ଚଳର ଦୁର୍ଗା ମନ୍ଦିର ନିକଟରେ ଥିବା କଳ୍ପନା ଲଜର ରୁମ ନଂ ୧୦୭ରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୂଚନାନୁସାରେ ଗତକାଲି ୮ଟା୩୦ରେ ବେଲପାହାଡ଼ ଅଞ୍ଚଳରୁ ଅନୀଲ ଦୀପ ନାମକ ଜଣକ ବ୍ୟକ୍ତି ଝାରସୁଗୁଡାର କଳ୍ପନା ଲଜରେ ରହିବାକୁ ଆସିଥିଲେ ।  ଆଜି ସକାଳେ ସେ ବେକରେ ଗାମୁଛା ଲଗେଇ ଜୀବନ ହାରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଜବତ କରିଛି ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button