ରାଜନୀତି

ମମତା ଦିଦିଙ୍କ ମନରୁ ହଜିଲା ମମତା : ନିଜ ଭାଇଙ୍କ ସହ ତୁଟା‌ଇଲେ ସମସ୍ତ ସମ୍ପର୍କ – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନରୁ ଏବେ ମମତା ହଜିଯାଇଛି। ସେ ନିଜ ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟା‌ଇ ଦେଇଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିବା ପରେ ମମତା ଏଭଳି ଘୋଷଣା କରିଛନ୍ତି। ବୁବୁନ ବିଜେପି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ମମତା କହିଛନ୍ତି ବୁବୁନ ଏବେ ଆଉ ମୋର ଭାଇ ନୁହନ୍ତି। ମୁଁ ବୁବୁନଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛି। ବୁବୁନ ଭୁଲି ଯାଇଛନ୍ତି ଆମ ପିତାଙ୍କ ମୃତ୍ୟୁ ପରେ ତାଙ୍କର ଲାଳନପାଳନ କିପରି ହୋଇଥିଲା ତାହା ସେ ଭୁଲି ଯାଇଛନ୍ତି। ବୁବୁନ ‌ସେତେବେଳେ ଅଢ଼େଇ ବର୍ଷର ଥିଲେ। ମୁଁ ମାସକୁ ୩୫ ଟଙ୍କା ରୋଜଗାର କରୁଥିଲି। ଏଥିରେ ଆମେ ଚଳୁଥିଲୁ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button