ରାଜନୀତି

ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା: ପୂର୍ବତନ କ୍ରିକେଟରଙ୍କୁ ଟିକେଟ – Kalinga News

[ad_1]

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ ବରହମପୁର ଲୋକସଭା ଆସନରୁ ଟିଏମସି ଟିକେଟ ଦେଇଛି।

ଟିଏମସି ପ୍ରାର୍ଥୀ ତାଲିକା:

କୋଲକାତା ଉତ୍ତର-ସୁଦୀପ ବ୍ୟାନ୍ଦୋପାଧ୍ୟାୟ

କୋଲକାତା ଦକ୍ଷିଣ-ମାଲା ରାୟ
ହାୱଡ଼ା- ପ୍ରସୁନ୍ ବାନ୍ଦୋପାଧ୍ୟାୟ
ଡାଇମଣ୍ଡ ହାରବର୍-ଅଭିଷେକ ବାନାର୍ଜୀ ଦମ୍ ଦମ୍-ପ୍ରଫେସର ସୌଗତ ରାୟ

ଶ୍ରୀରାମପୁର-କଲ୍ୟାଣ ବାନାର୍ଜୀ
ହୁଗୁଳି-ରଚନା ବନ୍ଦୋପାଧ୍ୟାୟ
ବ୍ୟାରେକପୁର-ପାର୍ଥ ଭୋମିକ୍ ବାରାସାତ-ଡ. କାକୋଲି ଘୋଷ ଦସ୍ତିଦାର
ଅରାମବାଗ-ମିତାଲି ବାଗ ଘାଟାଲ-ଅଭିନେତା ଦେବ
ମିଦନାପୁର-ଜୁନ୍ ମାଲିଆ



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button