ଆପଣଙ୍କ ପିଲା ଜଦି ପାଠ ପଢୁନି – ପଢା ଘରେ ରଖନ୍ତୁ ଏହି ଅଦ୍ଭୁତ ଜିନିଷ | ତାପରେ ଦେଖନ୍ତୁ ଚମତ୍କାର
ଅନେକ ସମୟରେ ଦେଖାଯାଏ କି ପିଲା ମାନେ ଯେତେ ମନ ଦେଇ ପାଠ ପଢିଲେ ବା କଠିନ ପରିଶ୍ରମ କରିଲେ ତାର ପାଠ ଭଲ ହୁଏନି । ଏହା ସହ ପରିଶ୍ରମର ଫଳ ପିଲାକୁ ଭଲ ଭାବେ ମିଳେ ନାହି । କ୍ଯାରିୟରରେ ପିଲାଟି ଯେତେ ଉପରକୁ ଉଠିବାକୁ ଚାହୁଁଥିଲେ ମଧ୍ୟ ଉଠିପାରେ ନାହି । କାରଣ ତାର ପାଠ ମାନେ ରହେ ନାହି । ଏହାର କାରଣ ଆପଣଙ୍କ ଘରେ ଯଦି କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ପିଲାଙ୍କ ପାଠ ପଢା ଉପରେ ଏହାର ଖରାପ ପ୍ରଭାବ ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଘରେ ରଖିଲେ ପିଲାର ପାଠ ପଢା ଭଲ ହୋଇଥାଏ ।
ପିଲା ମାନେ ପାଠ ପଢିବା ପାଇଁ ନିଜ ମନ ଉପରେ ନିର୍ଭର କରିଥାଏ । ଅନେକ ସମୟରେ ପିଲାତୁ ମନ ଭିତରୁ ପାଠ ପଢିବାକୁ ଚାହିଁଲେ ମଧ୍ୟ ପଢି ପାରେ ନାହି । ତା ମନରେ କୌଣସି ବିଚାର ଆସିଥାଏ । ଏଥିପାଇଁ ଆପଣ ପିଲାର ପଢିବା ଘରେ ମା ସରସ୍ଵତୀଙ୍କ ମୂର୍ତ୍ତି ରଖନ୍ତୁ । କାରଣ ଆମ ସରସ୍ଵତୀ ହେଉଛନ୍ତି ବିଦ୍ୟାର ଦେବୀ । ଏହା ଦ୍ଵାରା ମାଙ୍କ ସରସ୍ଵତୀଙ୍କର କୃପାରୁ ଘର ବାସ୍ତୁ ଦୋଷ ଦୂର ହେବା ସହ ପିଲାର ପାଠ ଭଲ ହୋଇଥାଏ । ଏହା ଛଡା ଯଦି ଆପଣଙ୍କ ଘରେ କୌଣସି କାରଣରୁ କ୍ଲେଶ ହେବା ସହ ପିଲା ମାନେ ପାଠ ମାନେ ରଖୁ ନାହାନ୍ତି ତେବେ ମା ସରସ୍ଵତୀଙ୍କ ପାଖରେ ଏକ ବୀଣା ଆଣି ରଖନ୍ତୁ ।
ଏହା ଦ୍ଵାରା ଘର ସୁଖ ସମୃଦ୍ଧିର ଆଗମନ ହେବା ସହ ପିଲା ଯାହା ପାଠ ପଢିବା ତାହା ସହଜରେ ମନେ ରଖିବ । ଏହା ପିଲାଙ୍କ କ୍ଯାରିୟର ପାଇଁ ଲାଭଦାୟକ ହୋଇଥାଏ । ଏହା ଛଡା ଘରେ ନକାରାତ୍ମକ ଶକ୍ତି ଦୂର ହେବା ସହ ପିଲାର ପାଠ ମନେ ରହିଥାଏ । ହଂସର ଫୋଟୋ ବା ମୂର୍ତ୍ତି ଘର ଦୁଆର ମୁହଁରେ ରଖିଲେ ବାସ୍ତୁ ଅନୁସାରେ ଏହା ଶୁଭ ଫଳ ଦେଇଥାଏ । କାରଣ ହଂସ ହେଉଛି ମା ସରସ୍ଵତୀଙ୍କର ବାହାନ । ଏହାକୁ ଦେଖିଲେ ପିଲାଙ୍କର ମାନସିକ ସ୍ଥିତି ଭଲ ରହିବା ସହ ପାଠ ଭଲ ମନେ ରହିଥାଏ । ଘରେ ମୟୁର ପର ରଖିବା ଭଲ ହୋଇଥାଏ ।
ଏହା ଦ୍ଵାରା ଘରେ ଖରାପ ଶକ୍ତିର ବାସ ରହେ ନାହି । ପିଲାଙ୍କ ମନ ଶାନ୍ତ ରହିବା ସହ ଅନ୍ୟ କିଛି ଚିନ୍ତାଧାରା ମନରେ ଆସେ ନାହି । ଏହା ସହ ପିଲାର ସ୍ୱାସ୍ଥ୍ୟ ଭଲ ହେବା ସହ ପାଠ ପଢାରେ ଉନ୍ନତି ହୋଇଥାଏ । ଘରେ ପୂଜା କରିବା ସମୟରେ ପଦ୍ମ ଫୁଲର ବ୍ୟବହାର କରିବା ଦ୍ଵାରା ପିଲାଙ୍କ ମନରେ ମାନସିକ ଶାନ୍ତି ରହିବା ସହ ପାଠ ମାନେ ରହିଥାଏ । ଏହା ସହ ଘରେ ମଧ୍ୟ ସୁଖ ଶାନ୍ତିର ଆଗମନ ହୋଇଥାଏ ।