ସ୍ୱାସ୍ଥ୍ୟ

କିଭଳି ସମ୍ପୁର୍ଣ୍ଣ ଭଲ ହେବ ଥାଏରଏଡ୍‌, କେଉଁମାନେ ପରୀକ୍ଷା କରିବା ଉଚିତ, କଣ ରହିଛି ଏହା ଉପଚାର ଜାଣନ୍ତୁ

ଥାଏରଏଡ୍‌ ହେଉଛି ବେକର ତଳ ଅଂଶ ମଝିରେ ଥିବା ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି ଯାହା ଶରୀରର ମେଟାବୋଲିଜିମ୍ ନିୟନ୍ତ୍ରଣ କରେ । ଆମେ ଯାହା ଖାଉ, ଏହି ଗ୍ରନ୍ଥି ଏହାକୁ ଶକ୍ତିରେ ପରିଣତ କରେ । ଏହା ସହିତ ଏହା ହୃଦୟ, ମାଂସପେଶୀ, ହାଡ ଓ କୋଲେଷ୍ଟ୍ରଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଥାଏରଏଡ୍‌ ହେଉଛି ଏକ ସମସ୍ୟା ଯେଉଁଥି ପାଇଁ ଚାପ, ଭିଟାମିନ୍ ଏ ର ଅଭାବ, ଶରୀରରେ ଆୟୋଡିନ୍ ଅଭାବ, ହରମୋନ୍ ଅସନ୍ତୁଳନ, ଶରୀରରେ ବିଷାକ୍ତ ପଦାର୍ଥ ଓ ଔଷଧ ସେବନ ଥାଏରଏଡ୍‌ କୁ ଶୀଘ୍ର ବଢ଼ାଇଥାଏ ।

ଘରେ ଥାଏରଏଡ୍‌ କୁ କିପରି ନିୟନ୍ତ୍ରଣ କରାଯାଏ ଆସନ୍ତୁ ଜାଣିବା…

କେଉଁମାନେ ପରୀକ୍ଷା କରିବା ଉଚିତ :-

୩୫ ବର୍ଷ ବୟସ୍କା ସମସ୍ତ ମହିଳା ତଥା ଏହାପରେ ଅତିକମ୍ ରେ ପ୍ରତି 5 ବର୍ଷରେ ଥରେ, ସେହି ସମସ୍ତ ମହିଳା ଯେଉଁମାନେ ବନ୍ଧ୍ୟାପଣ ଦୂର କରିବା ପାଇଁ ଚିକିତ୍ସିତ ହେଉଛନ୍ତି, ସମସ୍ତ ଗର୍ଭବତୀ ମହିଳା, ଯେଉଁ ମହିଳାମାନେ ମେନୋପଜ୍ ବୟସରେ ଉପନୀତ ହୋଇସାରିଛନ୍ତି ଏବଂ ଯେଉଁ ମହିଳାମାନଙ୍କର ମେନୋପଜ୍ ହୋଇସାରିଛି, ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ଥିବା ରୋଗୀ, ଯେଉଁ ରୋଗୀମାନଙ୍କର ଲିପିଡ୍ (ରକ୍ତରେ ଫ୍ୟାଟ୍) ସମସ୍ୟା ରହିଛି, ଏହା ସହିତ ଏହି ରୋଗକୁ କିପରି ରୋକାଯାଇ ପାରିବ ଜାଣନ୍ତୁ ଡାକ୍ତଙ୍କ ମୁହଁରୁ

Related Articles

Leave a Reply

Your email address will not be published. Required fields are marked *

Back to top button