ସ୍ୱାସ୍ଥ୍ୟ

ଭୟଙ୍କର ରୁ ଭୟଙ୍କର ଥଣ୍ଡା କେବଳ 1 ଦିନରେ ଭଲ ହେବ, କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର

ବନ୍ଧୁଗଣ ବଦଳୁଥିବା ଋତୁରେ ଅନେକ ଲୋକଙ୍କୁ ଥଣ୍ଡା, କାଶ ଭଳି ସମସ୍ଯା ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ରେମେଡି ଯାହାର ପ୍ରୟୋଗ କରିଲେ ଥଣ୍ଡା, କାଶ ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ । ଏଥିପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ପଡିବ 200 ଗ୍ରାମର ଅଦା । ଏବେ ଆପଣ ଏହାକୁ ଅଳ୍ପ ସେକି ନିଅନ୍ତୁ । ଏହାକୁ ସେକି ଏହାର ପ୍ରୟୋଗ କରିଲେ ଏହା ଦୁଇ ଗୁଣା କାମ କରିଥାଏ ।

ଆପଣ ଅଦାକୁ ସେତେ ଯାଏଁ ସେକନ୍ତୁ ଯେବେ ଯାଏଁ ଏହାର ଚୋପା କଳା ନ ହୋଇଛି । ଏବେ ଆପଣ ଅଦା କୁ କାଢି ଭଲ ଭାବେ ଧୋଇ ଦିଅନ୍ତୁ ଯେମିତି ଏହାର ଚୋପା ବାହାରି ଯିବ । ଭଲରେ ଧୋଇବା ପରେ ଆପଣ ଅଦାର ଉପର ଚୋପାକୁ ଭଲ ଭାବେ କାଢି ଦିଅନ୍ତୁ । ଏହାକୁ ଫ୍ରାଏ କରିବା ଦ୍ଵାରା ସଫ୍ଟ ହୋଇଯିବ । ଅଦାର ପ୍ରକୃତି ଗରମ ହୋଇଥାଏ ।

ଏହି ଅଦାକୁ ଫ୍ରାଏ କରି ପ୍ରୟୋଗ କରିଲେ ଏହା ଶରୀରକୁ କୌଣସି କ୍ଷତି ପାକଞ୍ଚାଇ ନ ଥାଏ । ଅଦା ଦେହ ପାଇଁ ବହୁତ ଗରମ ହୋଇଥାଏ । ଅଦାକୁ ଛେଲିବା ପରେ ଛୋଟ ଛୋଟ ପିସ ରେ କାଟି ଦିଅନ୍ତୁ । ଏହା ପରେ ଅଦା ର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଅଦା ସହ ଗୋଲମରୀଚ, 4ରୁ 5ଟି ଲବଙ୍ଗ ପକାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଆପଣ ଏକ ପାତ୍ର ଗ୍ଯାସ ରେ ବସାନ୍ତୁ । ସେଥିରେ ଅଦା ର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଅଦା ରେ ଅଧିକ ପାଣିର ବ୍ୟବହାର କରିବେ ନାହି । ପ୍ରତ୍ଯିଦିନ ଖଣ୍ଡେ ଅଦା ଚାହା ସହ ସେବନ କରିଲେ ଗଳା ସଂକ୍ରମଣ ହେବ ନାହି । ଏହି ରେମେଡି ବହୁତ ଭଲ ଇମ୍ୟୁନିଟି ବୁଷ୍ଟର ହୋଇଥାଏ । ଏବେ ଏଥିରେ ଆପଣ 250 ଗ୍ରାମର ଗୁଡ ର ପ୍ରୟୋଗ କରନ୍ତୁ । ଗୁଡ କୁ ଆପଣ ଭାଙ୍ଗି ଏହାର ପ୍ରୟୋଗ କରନ୍ତୁ । ଉଦ ଥଣ୍ଡା କାଶ ଭଲ କରିବା ପାଇଁ ବହୁତ ସହାୟକ ହୋଇଥାଏ ।

ଅଦା ର ଟେଷ୍ଟ ଭଲ ଲାଗୁ ନ ଥିବାରୁ ଗୁଡର ବ୍ୟବହାର ଅଧିକ ହୋଇଥାଏ । ଧିମା ଆଞ୍ଚରେ ଆପଣ ଏହାଉ ଭଲରେ ଫୁଟାନ୍ତୁ ଦେଖିବେ ମାତ୍ର 5 ମିନିଟରେ ଗୁଡ ମେଲ୍ଟ ହେବାରେ ଲାଗିବ । ତା ପରେ ଅଧା ଚାମଚ ଗୁଜୁରାତି ଗୁଣ୍ଡ ମିଶାନ୍ତୁ ଯାହା ହଜମ ପାଇଁ ସହାୟକ ହୋଇଥାଏ । ଆହା ଚାମଚ କଳା ଲୁଣର ପ୍ରୟୋଗ କରନ୍ତୁ ଯାହା ଗଳା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହା ପରେ ଅଧା ଚାମଚ ସେନ୍ଧା ନାମକ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ ମିଶ୍ରଣ କରନ୍ତୁ । ଆପଣ ଚାହିଁଲେ ଲେମ୍ବୁର ପ୍ରୟୋଗ ଏହି ରେମେଡିରେ କରିପାରିବେ । ଦିନର କୌଣସି ସମୟରେ ଆପଣ ଏହାକୁ 1 ଚାମଚ ସେବନ କରନ୍ତୁ । ଏହାକୁ ଖାଇବା ପରେ ପାଣିର ସେବନ କରନ୍ତୁ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button