ଜ୍ୟୋତିଷ

ଘରକୁ ପିମ୍ପୁଡି ଆସିବାର ସାଂଘାତିକ ଅର୍ଥ ଜାଣି ନିଅନ୍ତୁ ନଚେତ ଘରକୁ ଆସିପାରେ ବଡ ବିପଦ

ପିମ୍ପୁଡି ମାନେ ଘରକୁ ଆସିବାର ଅର୍ଥ କଣ ? ପିମ୍ପୁଡି ମାନଙ୍କୁ ଆମେ ସାଧାରଣ ତଥା କ୍ଷୁଦ୍ର ପ୍ରାଣୀ ଭାବି ଅବହେଳା କରିଦେଇଥାଉ । ଏପରିକି ପିମ୍ପୁଡିକୁ କ୍ଷୁଦ୍ର ଦେଖି ତାଙ୍କୁ ଅନେକ ନିଜ ପାଦ ତଳେ ଦଳି ମଧ୍ୟ ଦେଇଥାନ୍ତି । ହେଲେ ପିମ୍ପୁଡି ମାନେ ଘରକୁ ଆସିବା ପଛରେ ମଧ୍ୟ କିଛି ବିଶେଷ କାରଣ ରହିଥାଏ । ତେବେ ପିମ୍ପୁଡି ମାନଙ୍କୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଆମେ ଆପଣଙ୍କ ସହ ଆଲୋଚନା କରିବୁ ।

1- ଯଦି ନାଲି ପିମ୍ପୁଡି ଘରର କୌଣସି ଏକ ସ୍ଥାନରୁ ପୁଳା ପୁଳା ହୋଇ ବାହାରିବାରେ ଲାଗିଥାନ୍ତି । ତେବେ ତାହା ଘରେ କରଜ ବଢିବାର ସ୍ଥିତିକୁ ଦର୍ଶାଇଥାଏ । କାରଣ ତାହା ଆର୍ଥିକ ସଙ୍କଟକୁ ସୁଚାଇ ଦେଇଥାଏ । ଅନେକ ଲୋକ ପିମ୍ପୁଡି ଘରକୁ ଆସିବାର ଦେଖି ତାଙ୍କୁ କିଛି ଉପାୟ କରି ଜୀବନରୁ ମାରିଦେଇଥାନ୍ତି । ହେଲେ ଏପରି କରିବା ଦ୍ଵାରା ଘରକୁ ଆସିବାକୁ ଯାଉଥିବା ସଙ୍କଟ ଆହୁରି ଅଧିକ ମଧ୍ୟ ବଢିଯାଇଥାଏ ।

ତେଣୁ ପିମ୍ପୁଡି ମାନଙ୍କୁ ଜୀବନରୁ ସମ୍ପୂର୍ଣ୍ଣ ବିନାଶ ନକରି କୌଣସି ଏକ ଉଓୟୟ ଚିନ୍ତା କରି ପିମ୍ପୁଡି ମାନଙ୍କୁ ସେହି ସ୍ଥାନରୁ ଘଉଡାଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ନାଲି ପିମ୍ପୁଡି ଅଶୁଭର ପ୍ରତୀକ ହୋଇନଥାନ୍ତି । ସେମାନେ ବାସ୍ କୌଣସ ବ୍ୟକ୍ତି ଜୀବନରେ ଆସିବାକୁ ଯାଉଥିବା ସଙ୍କଟର ପୂର୍ବ ସୂଚନା ଦେବାକୁ ହିଁ ଆସିଥାନ୍ତି । ଯାହା ଦ୍ଵାରା ବ୍ୟକ୍ତି ପୂର୍ବରୁ ହିଁ ସାବଧାନୀ ପୂର୍ବକ ଚଳିବା ଆରମ୍ଭ କରିଦେବ ।

2- ଯଦି ଘରକୁ ନାଲି ପିମ୍ପୁଡି ଆସିବାର ଦେଖିବାକୁ ପାଇଥାନ୍ତି । ତେବେ ଏହାର ସଠିକ ଉପାୟ କରିବା ଦ୍ଵାରା ଘରକୁ ଆସିବାକୁ ଯାଉଥିବା ସଙ୍କଟରୁ ଆପଣ ନିଜକୁ ବଞ୍ଚାଇ ପାରିବେ । ପ୍ରଥମେ ଏକ ଲେମ୍ବୁ ନେଇ ତାହାକୁ 2 ଫାଳ କରି କାଟି ଦିଅନ୍ତୁ । ପିମ୍ପୁଡି ବାହାରୁଥିବା ଜାଗାର 2 ପଟରୁ ଏହି ଲେମ୍ବୁକୁ ନେଇ ରଖି ଦିଅନ୍ତୁ ।

ଏହି ଉପାୟ କରିବାର କିଛି ସମୟ ପରେ ପିମ୍ପୁଡି ମାନେ ସେହି ସ୍ଥାନରୁ ଚାଲିଯାଇଥାନ୍ତି । ଯାହା ଦ୍ଵାରା ବ୍ୟକ୍ତି ଉପରକୁ ଆସିବାକୁ ଯାଉଥିବା ଧନ ସହ ଜଡିତ ସମସ୍ଯା ଦୂର ହୋଇଯାଇଥାଏ । ଲେମ୍ବୁ ବଦଳରେ ତେଜପତ୍ର କିମ୍ବା ଲବଙ୍ଗ ମଧ୍ୟ ସେହି ସ୍ଥାନରେ ରଖିପାରିବେ । ଯାହା ଦ୍ଵାରା ସେହି ସ୍ଥାନରୁ ଅତି ସହଜରେ ପିମ୍ପୁଡି ମାନେ ପଳାଇଯାଇଥାନ୍ତି। ଯଦି ଘରେ କଳା ପିମ୍ପୁଡି ମାନେ ନିଜ ସହ କିଛି ଧଳା ଜିନିଷ ନେଇ ଯିବାର ଦେଖିବାକୁ ପାଇଥାନ୍ତି ।

ତେବେ ଏହା ଘର ପାଇଁ ଅତ୍ୟନ୍ତ ଶୁଭ ସୂଚନା ହୋଇଥାଏ । ଯଦି କୌଣସି ଅଧୁରା ସ୍ଵପ୍ନ ବା କାର୍ଯ୍ୟ ରହିଥାଏ । ତେବେ ତାହାକୁ ପୂରଣ କରିବା ପାଇଁ କିଛି ଅଟା ଓ ଚିନି ଗୋଳାଇ ସେହି ପିମ୍ପୁଡି ମାନଙ୍କୁ ଖାଇବାକୁ ଦେଲେ । ଆପଣଙ୍କର ଅଧୁରା କାର୍ଯ୍ୟ ପୁରା ହୋଇଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button