ସ୍ୱାସ୍ଥ୍ୟ

ରିସର୍ଚ୍ଚରୁ ବଡ଼ ଖୁଲାସା, ରିଲେସନସିପ୍ ରେ କିସିଂ କରିବା ହାବିଟ୍ ଏଭଳି ଭାବେ ଯୌନ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ପୂରା ଖବର

କିସିଂ ଅଥବା ଚୁମ୍ବନ ଏହା ମଣିଷ ଜୀବନର ଏକ ରହସ୍ୟ ଠାରୁ କମ ନୁହେଁ। ଏହା ମଣିଷ ଭାବନାର ଏକ ପ୍ରକାର ପରିପ୍ରକାଶ ଅଟେ ବୋଲି କୁହାଯାଏ। ଏମିତି ଦେଖିବାକୁ ଗଲେ ବିଭିନ୍ନ କ୍ଷେତ୍ରରେ କିସିଂ କରାଯାଏ। କିନ୍ତୁ, ଖାସ୍ କରି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସମୟରେ ଚୁମ୍ବନ କରିବାର ଏକ ସ୍ୱତନ୍ତ୍ର ଅର୍ଥ ରହିଛି। ସେକ୍ସ କରିବା ପୂର୍ବରୁ କିସିଂ କରିଲେ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉତ୍ତେଜିତ ହେବାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

Kissing

ସେକ୍ସ କରିବା ସମୟରେ ଗଭୀର କିସିଂ କରିବା ନିହାତି ଜରୁରୀ ଅଟେ। ଏହା ଦ୍ୱାରା ମଣିଷ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ ନିର୍ଗତ ହୋଇଥାଏ। ଏହା ଏଣ୍ଡୋରଫିନ୍ସ, ସେରୋଟୋନିସ ଓ ଡୋପାମିନ ଆଦି ତିନି ପ୍ରକାର କମ୍ପାଉଡକୁ ସକ୍ରିୟ କରାଇଥାଏ।

Kissing

ଫଳରେ ସେକ୍ସ କରିବା ପାଇଁ ମୁଡ୍ ସୃଷ୍ଟି ହୋଇଥାଏ। ବିଶେଷଜ୍ଞଙ୍କ ଦ୍ଵାରା କରାଯାଇଥିବା ଏକ ସର୍ଭେ ମୁତାବକ ମହିଳାମାନଙ୍କ କ୍ଷେତ୍ରରେ କିସିଂ ଅନେକ ଗୁରୁତ୍ୱ ବହନ କରିଥାଏ। ସେମାନଙ୍କ ଯୌନ ତୃପ୍ତି କ୍ଷେତ୍ରରେ ଏହାର ଗଭୀର ମହତ୍ୱ ରହିଛି। ତେଣୁ ନିଜ ପାର୍ଟନରକୁ ଖୁସି କରିବାକୁ ହେଲେ ସେକ୍ସ ପୂର୍ବରୁ କିସିଂ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ନିତ୍ୟାନ୍ତ ଜରୁରୀ ଅଟେ।

Related Articles

Leave a Reply

Your email address will not be published. Required fields are marked *

Back to top button