ସ୍ୱାସ୍ଥ୍ୟ

ଯୌବନ ସୁଖ ପାଇଁ ଯଦି ବାରମ୍ବାର ଗର୍ଭ ନଷ୍ଟ କରୁଛନ୍ତି, ତାହାଲେ ହୁଅନ୍ତୁ ସାବଧାନ, ମାଡି ଆସିବ ଏହି ରୋଗ, ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ଅନେକ ସମୟରେ ଦେଖା ଦେଇଛି ଯେ, ନାରୀମାନେ ନିଜକୁ ଆକର୍ଷଣୀୟ ଦିଶିବା ଓ ନିଜ ଯୌବନକୁ ଚୀରଯୌବନା କରି ରଖିବା ପାଇଁ ବେଳେ ବେଳେ ଭୁଲ୍ ବାଟରେ ଚାଲି ଯାଆନ୍ତି । ଆଉ ଏଥିପାଇଁ ସେମାନେ ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖିନ ହୁଅନ୍ତି । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇ ନିଜର ଏବଂ ନିଜ ପରିବାରର ଅନିଷ୍ଟ କରନ୍ତି ।

କେବେ ନିଜ ଶରୀରର ନଷ୍ଟ କରନ୍ତି ତ କେବେ କେବେ ନିଜ ରକ୍ତର । ଅର୍ଥାତ ଦୁନିଆରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଅଧିକରୁ ଅଧିକ ସୁନ୍ଦର ଦିଶିବା,ମନୋଲୋଭା ଲାଗିବା ପାଇଁ ବିଳମ୍ବରେ ମାଆ ହେବାକୁ ନିଜକୁ ନିଜେ କଥା ଦେଇ ନିଷ୍ପତ୍ତି ନିଅନ୍ତି ।

Pregnant

ନିଜ ବୈବାହିକ ଜୀବନରେ ଏହା ପ୍ରଭାବ ପକାଉଥିଲେ ମଧ୍ୟ ସେମାନେ କେବେ ବି ଏଥିପ୍ରତି ନିଘା ନ ଦେବା ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।…

ବିବାହ ପରେ ଅନେକ ମହିଳା ନିଜ ଯୌବନ ଓ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ଚିନ୍ତିତ ରହିଥାନ୍ତି । ଶାଶୁ ଘରେ ନିଜ ଯତ୍ନ ନେବାଠୁ ଆରମ୍ଭ କରି କେମିତି ଆଗକୁ ମେଣ୍ଟନ କରିବେ ତାହା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଥାଏ ।

ଏପରି ସ୍ଥଳେ କର୍ମଜୀବୀ ମହିଳାମାନେ ଏହାକୁ ଅନ୍ୟ ନାରୀଙ୍କ ଅପେକ୍ଷା ଅଧିକ ଦେହକୁ ନେଇଥାନ୍ତି । ସେମାନେ ନିଜକୁ ଗୋଲୁମୋଲୁ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀର ବ୍ୟବହାର କରନ୍ତି, ମେଡିସିନ୍ ସେବନ କରନ୍ତି ଏପରିକି ସେକ୍ସ ମଧ୍ୟ କମ୍ କରନ୍ତି ।

Garbhapata

ଯେହେତୁ ଦେହର ନିଆଁକୁ ବି ପ୍ରଶମିତ ବି କରିବାର ଥାଏ ତେଣୁ ସେମାନେ ସୁରକ୍ଷା କବଚ ବ୍ୟବହାର କଲେ ମଧ୍ୟ ଯଦି କୌଣସି ମହୁର୍ତ୍ତରେ ମାତୃତ୍ୱ ଲାଭ କରିବାର ସୁଯୋଗ ଆସେ ସେମାନେ ତାକୁ ବି ହାତଛଡ଼ା କରିବାରେ ଟିକେ ବି ଅବହେଳା କରନ୍ତି ନାହିଁ । ଏଥିପାଇଁ ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାର ମେଡିସିନ୍, ଡ୍ରପ୍ସ ଓ ସିରିପ ପାନ କରିଥାନ୍ତି । ବେଳେ ବେଳେ ଏହା ଘାତକ ସାବ୍ୟସ୍ତ ହୋଇଥାଏ ।

କେବଳ ଭାରତ ନୁହେଁ ଏସିଆର ଅନ୍ୟ ବିକଶିତ ରାଷ୍ଟ୍ର ସହ ୟୁରୋପ୍, ଆମେରିକା ଓ ଆଫ୍ରିକୀୟ ଦେଶ ମାନଙ୍କରେ ଏହି ସମସ୍ୟା ଦିନକୁ ଦିନ ବଢୁଥିବାର ଦେଖା ଯାଉଛି । ମାତୃତ୍ବ କ ଦୂରର କଥା ଏବେ ଅନେକ ବିବାହ କରିବାକୁ ବି ଆଗ୍ରହ ପ୍ରକାଶ କରୁନାହାନ୍ତି । ଲିଭ୍ ଇନ୍ ସଂସ୍କୃତିକୁ ଆପଣାଇଥିବା ଅନେକ ମହିଳା ଯଦି ବି ପାର୍ଟନରଙ୍କ ଦ୍ୱାର ମାତୃତ୍ୱ ଲାଭ କରନ୍ତି ସେମାନେ ବି ଭୃଣ ହତ୍ୟା କରିବାକୁ ପଛାନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button