ମନୋରଞ୍ଜନ

ମାନସିକ ଚାପ ସହି ନପାରି ଜୀବନ ହାରିଲେ ଆଡଲ୍ଟ ଷ୍ଟାର – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡର ଜ‌ଣେ ଆଡଲ୍ଟ ଷ୍ଟାର ଜୀବନ ହାରି ଦେଇଥିବା ଜଣାପଡ଼ିଛି। ଜୀବନ ହାରିଥିବା ଷ୍ଟାରଙ୍କ ନାମ କାଗ୍ନି ଲିନ କାର୍ଟର ଓ ବୟସ ୩୬ବର୍ଷ ବୋଲି ଜଣାପଡ଼ିଛି। ଷ୍ଟାରଙ୍କ ମୃତ୍ୟୁ ଖବରକୁ ତାଙ୍କ ଘନିଷ୍ଠ ସାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ଦେଇଥିଲେ।

ପ୍ରକାଶିତ ରିପ‌ୋର୍ଟ ମୁତାବକ, କାଗ୍ନି ଗତଗୁରୁବାର ଜୀବନ ହାରି ଦେଇଛନ୍ତି। ସେ ତାଙ୍କ କ୍ୟାରିୟରରେ ଖୁବ ସଫଳତା ହାସଲ କରିଛନ୍ତି। ତଥାପି କୌଣସି କାରଣକୁ ନେଇ ମାନସିକ ଚାପ ଦେଇ ଗତି କରୁଥିଲେ। କାଗ୍ନି ଏକାଧାରାରେ ଜଣେ କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ, ଭଲ ଝିଅ ଓ ସାଙ୍ଗ ଥିଲେ।

୨୦୦୦ ମସିହାରେ କାଗ୍ନି ଜଣେ ଆଡଲ୍ଟ ଷ୍ଟାର ଭାବେ ସିନେମା  ଦୁନିଆରେ ପ୍ର‌ବେଶ କରିଥିଲେ। ସେ ତାଙ୍କ ପ୍ରତିଭା ବଳରେ ଅନେକ ପୁରସ୍କାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ୨୦୧୯ରେ ସେ ଆଡଲ୍ଟ ସିନେମାରୁ ଦୂରେଇ ଯାଇ ପୋଲ ନୃତ୍ୟରେ କ୍ୟାରିୟର ଗଢ଼ିବା ପାଇଁ ସ୍ଥିର କରିଥିଲେ। ଏମିତି କି ଏହି ନୃତ୍ୟର ଏକ ଷ୍ଟୁଡିଓ ବି ଖୋଲିବା ପାଇଁ ଇଚ୍ଛା ରଖିଥିଲେ। କିନ୍ତୁ ଦୁଃଖର ବିଷ ସେ ମାତ୍ର ୩୨ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଯାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button