ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ କେମିତି ନେବେ ଯତ୍ନ

ଗର୍ଭବତୀ ହାବା ସବୁ ମହିଳାଙ୍କ ପାଇଁ ଗୋଟେ ସ୍ଵପ୍ନ ହୋଇଥାଏ ସବୁ ସ୍ତ୍ରୀ ମାନେ ବିବାହ ପରେ ଗର୍ଭ ଧାରଣ କରିବାକୁ ଇଛା କରନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଜଣେ ମହିଳା ଗର୍ଭ ଧାରଣ କରିବା ପରେ କଣ କରିବା ଉଚିତ । ତେବେ ଯେତେବେଳେ ଜଣେ ମହିଳା ଗର୍ଭ ଧାରଣ କରନ୍ତି ସେତେବେଳେ କେବଳ ସେ ନୁହେ ଘର ର ଅନ୍ୟ ସ୍ଵବୁ ସଦସ୍ୟ ମଧ୍ୟ ଖୁସି ହୋଇଥାନ୍ତି ଆଉ ତାଙ୍କୁ ସବୁବେଳେ ଜଗି ରାଖୀ ଚଳିବାକୁ କହିଥାନ୍ତି । ତେବେ ଧ୍ୟାନ ନରଖିଲେ କିଛି ଦୁର୍ଘଟଣା ମଧ୍ୟ ଘଟିଥାଏ ଯାହା ମା ଆଉ ସନ୍ତାନ ଦୁହିଙ୍କ ପାଇଁ ଘାତକ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ମହିଳା ମାନେ ଜାଣିଥାନ୍ତି ।

ତେବେ ଡକ୍ଟର କହିବା ଅନୁଯାଇ ପ୍ରଥମ ମାସିକ ଡ଼ିଏଚଆରଏମ ମିସ ହବା ପରେ ଆପଣଙ୍କୁ ଜାଣିବା ଉଚିତ ଯେ ଆପଣ ଗର୍ଭ ଧାରଣ କରିଛନ୍ତି ନା ନାହିଁ । ଏହା ବର୍ତମାନ ବହୁତ ସହଜ କାହିଙ୍କିନା କୌଣସି ଔଷଧ ଦୋକାନରେ ଆପଣଙ୍କୁ କିଟ ମିଳିଯିବ । ଥରେ କନଫର୍ମ ହବା ପରେ ଆପଣ ସାମସ୍ତଙ୍କୁ ଏହି ଖୁସି ଖବର ଦିଅନ୍ତି ଆଉ ଘରେ ରହି ଯାଇଥାନ୍ତି କିନ୍ତୁ ଡକ୍ଟର କୁହନ୍ତି ଏହା ବହୁତ ଭୁଲ ଅଟେ କାହିଙ୍କିନା ସବୁଠାରୁ ମହତ୍ବପୂର୍ଣ୍ଣ କଥା ଏହା ହୋଇଥାଏ ଯେ ଗର୍ଭ ସଠିକ ସ୍ଥାନରେ ରହିଛି ବା ନାହିଁ ।

ଜଣ ଜଣଙ୍କ ଗର୍ଭ ୟୁଟେରସ ନ ନଥାଇ ଗର୍ଭ ବାହାରକୁ ରହିଥାଏ ଯାହା ବଡ ହେଲା ପରେ ବ୍ଲିଡିଙ୍ଗ ହୁଏ ଆଉ ମା ଓ ଛୁଆ ଦୁହିଙ୍କ ପାଇଁ ବିପଦର କାରଣ ମଧ୍ୟ ହୋଇଥାଏ ତେବେ ପ୍ରଥମ ସ୍ଟେଜ ସମୟରେ ଡକ୍ଟର ପାଖକୁ ନିଶ୍ଚିନ୍ତ ଯାନ୍ତୁ କାହିଙ୍କିନା ସେ ଅଲ୍ଟ୍ରା ସାଉଣ୍ଡ ଦ୍ଵାରା ସଠିକ ସ୍ଥାନ ଜାଣି ପାରିବେ ଆଉ କିଛି ଅସୁବିଧା ହେଲେ ଆପାଙ୍କୁ କହି ପାରିବେ । ତେବେ ଏହା ଛଡା ଆପଣଙ୍କ ସ୍ଝାରୀରରେ କେଉଁ ଜିନିଷ ଅଭାବ ରହୁଛି ତାହା ମଧ୍ୟ କହି ପାରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାରୀ ହୋଇଥାଏ ।

 

ଗର୍ଭବତୀ ମହିଳାଙ୍କୁ ପ୍ରାୟତଃ ଆରମ୍ଭରେ ବାନ୍ତି ଦେଖେଇବା ଛାତି ପୋଡିବା ଗ୍ଯାସ ହବା ଏହି ଭଳି ସମସ୍ଯା ବହୁତ ଦେଖା ଯାଇଥାଏ କିନ୍ତୁ ଏହି ସମୟରେ ଖାଇବା କେବେ କମେଇବେ ନାହିଁ ଥରକରେ ଅଧିକ ଖାଇବା ଉଚିତ ନୁହ ଆପଣ ଅଳପ ଅଳପ କରି ଖାଦ୍ଯ ଖାଇବା ଉଚିତ ଏହା ଛଡା ଖାଲି ପେଟରେ ପାଣି କେବେ ପିଆନ୍ତୁ ନାହିଁ ଏହି ଭଳି ବହୁଇଟ ପ୍ରକାର କଥାର ଧ୍ୟାନ ରଖିଭାକୁ ପଡିଥାଏ ସେଥିପାଇଁ ହେଲା କରନ୍ତୁ ନାହିଁ ଆଉ ଡକ୍ଟର ପାଖକୁ ଯାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button