ଫ୍ୟାଟି ଲିଭର ହେଲେ କଣ ଖାଇବା ଉଚିତ ଓ କଣ ନୁହେଁ ?


ବ୍ୟାୟାମ :
ଆଜିକା ସମୟରେ ରୋଗ ହବାର କାରଣ ଅଳସ ଅଟେ ଲୋକ ଆଜି କାଲୀ କିଛି କାମ କରିବାକୁ ଇଛା କରୁ ନାହାନ୍ତି ଯେଉଁ କାମ ଆରମ ଲାଗୁଛି ସେହି କାମ କରିବା ପସନ୍ଦ କରୁଛନ୍ତି ତେବେ ଶରୀରରେ ଚର୍ବି ଜମା ନିହାତି ହବ । ସେଥିପାଇଁ ଘଣ୍ଟେ ଦିନ ସାରା ମଝିରୁ ବାହାର କରନ୍ତୁ ଆଉ ସକାଳେ ନଚେତ ସନ୍ଧ୍ୟାରେ ବ୍ୟାୟମ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ।

ଲେମ୍ବୁ ପାଣି :
ଲେମ୍ବୁ ପାଣି ସକାଳେ ସେବନ କରିବା ଅଭ୍ଯାସ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ପରିଣାମ ଦେଖିବାକୁ ମିଳିବ । ଆପଣ ନିଜ ଖାଦ୍ଯରେ ଲେମ୍ବୁ ପାଣି ନିଶ୍ଚିନ୍ତ ରଖନ୍ତୁ ଏହା ଆପଣଙ୍କ ଚର୍ବି କମ କରିଥାଏ ଯାହା ଫଳ ସ୍ୱରୂପ ଆପଣଙ୍କୁ ଭଲ ଅନୁଭବ ହୋଇଥାଏ ।

କଫି :
ବହୁତ ଲୋକ ଏହା କହିବେ ଯେ କଫି ଖରାପ ଜିନିଷ କିନ୍ତୁ କଫିରେ ଏମିତି କିଛି ପଦାର୍ଥ ଅଛି ଯାହା ଫ୍ୟାଟି ଲିଭାରରେ ବହୁତ ଭଲ କାମ କରିଥାଏ ସେଥିପାୟ ଅଳପ କଫି ପିଇବା ଭଲ ହୋଇଥାଏ ।

ବ୍ରୋକାଲି :
ଆପଣ ମାନେ ଏହା ଜାଣିଛନ୍ତି ଯେ ବ୍ରୋକାଲି ବହୁତ ଭଲ ଜିନିଷ ଅଟେ ଏହାକୁ ଖାଇବା ଦ୍ଵାରା କେବଳ ଚର୍ବି କମି ନଥାଏ ଆଉ ବହୁତ ପ୍ରକାର ବିଟାମିନ ଆଉ ମିନେରଲ୍ସ ଆମ ଶରୀରକୁ ପ୍ରାପ୍ତ ହୋଇଥାଏ ସେଥିପାଇଁ ସିଜନ ଆସିଲେ ବ୍ରୋକାଲି ନିଶ୍ଚିନ୍ତ ଖାନ୍ତୁ କାହିଙ୍କିନା ଏହା ବର୍ଷ ସାରା ମିଳିବ ନାହିଁ ।

ସୋୟାବିନ :
ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ସୋୟାବିନ ବହୁତ ପୋଷ୍ଟିକର ଖାଦ୍ଯ ଏହା ଫ୍ୟାଟି ଲିଭର ରେ ରାମବାଣ ଚିକିତ୍ସା ଅଟେ, ଏହାର ସେବନ କରୁଥିବା ବ୍ୟକ୍ତି କେବେ ମୋଟା ହୁଅନ୍ତି ନାହିଁ ଆଉ ନା କେବେ ଅନ୍ୟ ଚର୍ବି ସମସ୍ୟାରୁ ପୀଡିତ ହୁଅନ୍ତି ।




