ସ୍ୱାସ୍ଥ୍ୟ

ପରିଶ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ

ପରିଶ୍ରା ଏହି ଭଳି ଏକ ନିତ୍ୟ କର୍ମ ଯାହା ସମସ୍ତେ କରିଥାନ୍ତି, ଆମେ ସକାଳ ଉଠିବା ପରେ ନିତ୍ୟ କର୍ମରୁ ନିବୃତ ହୋଇଯିବା ଉଚିତ ଅଟେ ।  ବହୁତ ଲୋକ ନିଜ ଜୀବନରେ ଏତେ ବ୍ୟସ୍ତ ଅଛନ୍ତି ଯେ ନିତ୍ୟ କର୍ମ ମଧ୍ୟ ସଠିକ ସମୟରେ କରି ନଥାନ୍ତି, ତେବେ ବୈଜ୍ଞାନିକ ହୁଅନ୍ତୁ ବା ଶାସ୍ତ୍ର ସବୁଠି କୁହା ଯାଇଛି ନିତ୍ୟ କର୍ମ ସକାଳେ ଉଠିବା ପରେ ସାରିବା ଉଚିତ ଏହା ଦ୍ଵାରା ଶରୀର ଅସନା ବାହାରି ଯାଇଥାଏ ଯେଉଁ ବ୍ୟକ୍ତି ଏହି ଭଳି କାମ କରି ନଥାଏ ସେହି ବ୍ୟକ୍ତି ଜୀବନରେ ବହୁତ ଅସୁବିଧା ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା କାହାକୁବି କରିବା ଉଚିତ ନୁହଁ ।

Image Courtesy: Google

ଆଜିକା ସମୟରେ ବହୁତ ଲୋକ ନିଜ ପରିଶ୍ରା ଅଟକାଇ ରଖନ୍ତି ଓ ଧୀରେ ଧୀରେ ଏହା ତାଙ୍କ ଅଭ୍ଯାସରେ ପରିଣତ ହୋଇ ଚାଲିଛି , ତେବେ ଆପଣଙ୍କୁ ଏହା ଜାଣି ରଖିବା ଉଚିତ ଯେ ପରିଶ୍ରା ଅଟକାଇବା ଦ୍ଵାରା ଏହାର ଡୁସପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ ସେଥିପାଇଁ କେବେ ପରିଶ୍ରା ଅଟକେଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।

୧. ପ୍ରଥମ କାରଣ ଏହା ଅଟେ ଯେ ଆମା ମାନଙ୍କ ମଧ୍ୟରୁ ବହୁତ ଲୋକ ପରିଶ୍ରା ଆସିଲେ ତାକୁ ଅଟକାଇଥାଉ, ଯେତେବେଳେ ଜମାବି ଅଟକାଇ ହୁଏ ନାହିଁ ସେତେବେଳେ ଆମେ ପରିଶ୍ରା କରିବାକୁ ଯାଇଥାଉ । ଏହି ଭଳି କରିବା ଦ୍ଵାରା ଆପଣଙ୍କ ଗାଲ ବ୍ଲଡ଼ର ଉପରେ ଖରାପ ପ୍ରଭାବ ପଡିଥାଏ ଓ ଏହି ଭଳି ସବୁବେଳେ କଲେ ଆପଣଙ୍କ କିଡନି ମଧ୍ୟ ଖରାପ ହୋଇଥାଏ । ତେବେ ଏହି କଥା ଉପରେ ସବୁବେଳେ ଧ୍ୟାନ ରଖନ୍ତୁ ଓ ଭୁଲରେ ବି ଏମିତିକା କାମ କରନ୍ତୁ ନାହିଁ ।

Image Courtesy: Google

୨. ଯଦି ଆପଣ କମ ପାଣି ପିଉଥାନ୍ତି ତେବେ ଏହାର ବହୁତ ଭୟଙ୍କର ପରିଣାମ ଆପଣଙ୍କୁ ଦେଖିବାକୁ ମିଳିଥାଏ । ଯେତେବେଳେ ଆପଣ ସଠିକ ମାତ୍ରାରେ ପାଣି ସେବନ କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଶରୀର ସବୁ ଅବଶିଷ୍ଠ ପଦାର୍ଥ ଶରୀର ବାହାରକୁ ବାହାରି ଯାଇଥାଏ କିନ୍ତୁ ଯଦି ଆପଣ ପାଣି କମ ସେବନ କରନ୍ତି ତେବେ ଆପଣଙ୍କ ପରିଶ୍ରା ହଳଦିଆ ହୋଇଥାଏ ଓ ଆପଣଙ୍କ ଷଋରେ ବହୁତ ପ୍ରକାର ରୋଗ ବାସ କରିବା ଆରମ୍ଭ କରିଥାଏ ସେଥିପାଇଁ ଯଥେଷ୍ଠ ପାଣି ସେବନ କରନ୍ତୁ ।

Image Courtesy: Google

୩. ତେବେ ମାନେ ରଖନ୍ତୁ ଯଦି ଆପଣ ବହୁତ ଚିପା ବସ୍ତ୍ର ପିନ୍ଧୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉଚିତ ନୁହ କାହିଁକିନା ଗୁପ୍ତାଙ୍ଗ ସେମିତିରେ ବି ସବୁବେଳେ ବନ୍ଦ ହୋଇକି ରହିଥାଏ ଯଦି ଆପଣ ଅଧିକ ଟାଇଟ ଡ୍ରେସ ପିନଧନତି ତେବେ ଆପଣଙ୍କୁ ପରିଶ୍ରା କରିବାରେ ଓ ଝାଳ ବାହାରିବାରେ ବହୁତ ଅସୁବିଧା ହୋଇଥାଏ ଯାହା ଆପଣଙ୍କ ଶରୀର ପାଇଁ ଉଚିତ ନୁହ । ଯଦି ଆପାନଙ୍କ ପରିଶ୍ରା ହଳଦିଆ ଆସୁଥାଏ ଓ ଆପଣଙ୍କ ଝାଳ ବହୁତ ଗନ୍ଧ ହଉଥାଏ ତେବେ ଆପଣଙ୍କୁ ବହୁତ ବହୁତ ପାଣି ସେବନ କରିବା ଉଚିତ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button