ସ୍ୱାସ୍ଥ୍ୟ

ଖାଲି ପେଟରେ କେବେ ବି ଏହି ୫ଟି ଜିନିଷ ଖାଆନ୍ତୁ ନାହିଁ, ନଚେତ ହବ ବହୁତ କ୍ଷତି

ଶରୀର ମଜବୁଟି ଏବଂ ଦୀର୍ଘଆୟୁ ପାଇଁ ବହୁତ ଲୋକ ଖାଲି ପେଟ ବୁଟ ଖାନ୍ତି । ତେବେ କିଛି ଲୋକ ସକାଳେ ଖାଲି ପେଟରେ ଫଳ ସେବନ କରନ୍ତି, ତେବେ ଲୋକ ଏହା ଏଥିପାଇଁ କରନ୍ତି କାହିଁକିନା ଲୋକଙ୍କ ଭାବନା ଦ୍ଵାରା ସ୍ୱାସ୍ଥ୍ୟ ଭଲ ଓ ଦିନସାରା ତଟକା ଅନୁଭବ ହୋଇଥାଏ । ତେବେ କିଛି ଏମିତି ଜିନିଷ ମଧ୍ୟ ହୋଇଥାଏ ଯାହା ଖାଲି ପେଟରେ ଖାଇଲେ ଆମ ଶରୀରକୁ ହାନି କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସକାଳେ ଖାଲି ପେଟରେ ଖାଇବା ଉଚିତ ନୁହ, ଏବଂ କେଉଁ ଜିନିଷ ଦ୍ଵାରା ଆମ ଶରୀରକୁ ହାନି ହୋଇଥାଏ ।

ପ୍ରାୟତଃ ସକାଳେ ସକାଳେ ଲୋକ ଚା ପିଇବା ପସନ୍ଦ କରନ୍ତି, କିନ୍ତୁ ଭୁଲରେ ବି କଫି ଖାଲି ପେଟରେ ସେବନ କରନ୍ତୁ ନାହିଁ କାହିଁକିନା କଫି ରେ କେଫିନ ହୋଇଥାଏ, ଯାହା ଖାଲି ପେଟରେ ସେବନ କଲେ ଶରୀରକୁ ହାନି କରିଥାଏ ଏବଂ ଏହା ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ଯା ଆରମ୍ଭ ହୋଇଥାଏ ।

୨. ବିଲାତି ସେବନ ଖାଲି ପେଟରେ ଭୁଲରେ କରନ୍ତୁ ନାହିଁ କାହିଁକିନା ଏଥିରେ ଏସିଡ ଥାଏ, ତେବେ ଖାଲି ପେଟରେ ବିଲାତି ଖାଇଲେ ଏହା ପେଟରେ ଯାଇ ଗୋଟେ ତରଳ ପଦାର୍ଥ ଏସିଡ ରେ ପରିବର୍ତିତ ହୋଇଥାଏ ଯାହା ପରେ ବିପଦ ରୂପରେ ଷ୍ଟୋନ ହୋଇଥାଏ ।

୩. ପ୍ରାୟତଃ ଡକ୍ଟର ମଧ୍ୟ ଖାଲି ପେଟରେ ଔଷଧ ଖାଇବା ପାଇଁ ମନା କରନ୍ତି କାହିଁକିନା ଖାଲି ପେଟ ଔଷଧ ଖାଇଲେ ପେଟରେ ଏସିଡ ଉତପନ ହୋଇଥାଏ ଯାହା ଆମ ଶରୀର ସନ୍ତୁଳନ ଖରାପ କରିଥାଏ ।

୪. ଭୁଲରେ କେବେ ଖାଲି ପେଟ କଦଳୀ ଖାନ୍ତୁ ନାହିଁ କାହିଁକିନା ଖାଲି ପେଟ କଦଳୀ ଖାଇଲେ ମେଗ୍ନେସିଅମ ମାତ୍ରା ବଢି ଯାଇଥାଏ । ଯାହା ଶରୀରରେ କେଲସିଆମ ଏବଂ ମେଗ୍ନେସିଅମ ଦୁହିଙ୍କ ସନ୍ତୁଳନ ଖରାପ କରିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ ।

୫. ଖାଲି ପେଟ ଅଧିକ ମସଲା ଜିନିଷ ଖାଇବାରୁ ବଞ୍ଚିବା ଉଚିତ, କାହିଁକିନା ପେଟ ମସଲା ଭୋଜନ ଦ୍ଵାରା ଗ୍ୟାସ, ଏସିଦିତି ଭଳି ସମସ୍ଯା ଶିକାର ହୋଇଥାଏ । ଆଶା କରୁଛୁ ଆମ ଦ୍ଵାରା ଦିଆଯାଇଥିବା ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button