ମନୋରଞ୍ଜନ

ବିଗ୍‌ବସ୍ ଓଟିଟି-୨ ବିଜେତା ଏଲ୍‌ବିସ୍ ଯାଦବଙ୍କୁ ହତ୍ୟା ଧମକ – Kalinga News

[ad_1]

ଭୁବନେଶ୍ବର: ବିଗ୍‌ବିସ୍‌ ଓଟିଟି-୨ ବିଜେତା ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଏଲ୍‌ବିସ୍ ଯାଦବଙ୍କୁ ହତ୍ୟା ଧମକ ଦିଆଯାଇଛି। ଇନ୍‌ଷ୍ଟାଗ୍ରାମ୍ କମେଣ୍ଟ୍‌ରେ ୧୭ ଫେବ୍ରୁଆରିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ସୂଚନାନୁସାରେ ଆସନ୍ତା ଫେବ୍ରୁଆରି ୧୭ ତାରିଖ ଦିନ ଏଲ୍‌ବିସ୍‌ ଯାଦବ ଭୁବନେଶ୍ବର ଆସୁଛନ୍ତି। ଏନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ଏମ୍‌ଡିଏକ୍ସଡି ୨.୦ ନାଁରେ ଥିବା ଏକ ଆଇଡି ଏଲ୍‌ବିସ୍ ଯାଦବ ଡେଥ୍ ଫେବ୍ରୁଆରି ୧୭ ବୋଲି ‌କମେଣ୍ଟ କରାଯାଇଛି। ଯୁବକଜଣକ ଜଗତସିଂହପୁର ଜିଲ୍ଲାର ଅମିର୍‌ ଇକ୍‌ବାଲ ବୋଲି ଜଣାପଡ଼ିଛି। ସୂଚନାନୁସାରେ ବିଗ୍‌ବସ୍‌ ଓଟିଟି ୨ ବିଜେତା ବିଭିନ୍ନ ସମୟରେ ବିବାଦରେ ରହି ଆସିଛନ୍ତି। ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button