ରାମଙ୍କ ସହର ଅଯୋଧ୍ୟାରେ ପହଞ୍ଚିଲେ ମେଗାଷ୍ଟାର୍ ଅମିତାଭ ବଚ୍ଚନ – Kalinga News

[ad_1]
ନୂଆଦିଲ୍ଲୀ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ଆଜିକାଲି ରାମଙ୍କ ସହର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଗତ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ବିଗ୍ ବି ପୂର୍ବରୁ ସେ ସମୟରେ ବି ଅଯୋଧ୍ୟାକୁ ଯାଇଥିଲେ। ମନ୍ଦିର ପ୍ରତିଷ୍ଠା ପରେ ଏହା ତାଙ୍କ ଦ୍ବିତୀୟ ଅଯୋଧ୍ୟା ଗସ୍ତ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ବିଗ୍ ବି ଅଯୋଧ୍ୟାରେ ତାଙ୍କ ଅଳଙ୍କାର ଦୋକାନ ଉଦ୍ଘାଟନ କରିବାକୁ ରମଲଲାଙ୍କ ସହରରେ ପହଞ୍ଚିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପରଷ୍ଟାର ଅଯୋଧ୍ୟାର ଲୋକଙ୍କୁ ଉତ୍ସାହିତ କରୁଥିବାର ବି ନଜର ଆସିଛନ୍ତି।
ପାପାରାଜି ସେୟାର କରିଥିବା ଭିଡିଓରେ ଅମିତାଭ ବଚ୍ଚନ ଏକ ଅଳଙ୍କାର ଦୋକାନର ଶୁଭାରମ୍ଭ ସମୟରେ ନଜର ଆସିଛନ୍ତି। କ୍ଲିପ୍ରେ ସେ କହୁଛନ୍ତି, ‘‘ଅପଣମାନଙ୍କୁ ଜୟ ଶ୍ରୀ ରାମ। ପବିତ୍ର ଅଯୋଧ୍ୟା ସହରକୁ ଆସିବା ବର୍ତ୍ତମାନ ଜାରି ରହିବ।
ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ମନ୍ତବ୍ୟରେ ‘ଜୟ ଶ୍ରୀରାମ’ ଲେଖିବା ଆରମ୍ଭ କରିଥିବା ବେଳେ ଜଣେ ଉପଭୋକ୍ତା ହୃଦୟ ଇମୋଜି ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୯ ତାରିଖରେ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି ବିଗ୍ ବି। ଅମିତାଭ ବଚ୍ଚନ ଅଯୋଧ୍ୟାରେ ଏକ ସାତ ତାରକା ଏନକ୍ଲେଭରେ ତାଙ୍କ ନାମରେ ପ୍ଲଟ୍ କିଣିଥିବାର ଖବର ରହିଛି। ଏହି ଅଭିନେତା ଅଯୋଧ୍ୟାରେ ଏକ ପ୍ରକଳ୍ପରେ ପ୍ରାୟ ୧୦,୦୦୦ ବର୍ଗଫୁଟ ଜମି ୧୫.୫ କୋଟି ଟଙ୍କାରେ କିଣିଛନ୍ତି।
[ad_2]




