ସ୍ୱାସ୍ଥ୍ୟ

ଓଜନ ନିହାତି କମିବ : ଏହି କାମ କରିଦେଲେ କମିଯିବ ଓଜନ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆଜିର ସମୟ ରେ ସମସ୍ତ ଙ୍କ ପାଖ ରେ ସମୟ ର ଅଭାବ ରହିଛି ଯେଉଁ କାରଣ ରୁ ଲୋକ ମାନେ ତାଙ୍କର ଶରୀର ର ଯତ୍ନ ନେଇ ପାରନ୍ତି ନାହିଁ ଏବଂ କାମ ବ୍ୟସ୍ତତା ରେ ସବୁବେଳେ ବାହାରା କାମ କରି ବାହାର ର ଖାଦ୍ୟ ମଧ୍ୟ ଖାଇଥାନ୍ତି ଯାହାଦ୍ୱାରା ସେମାନଙ୍କର ଶରୀର ର ଓଜନ ଧିରେ ଧିରେ ବଢିବାରେ ଲାଗେ ଏବଂ ଏହି କାରଣ ରୁ ସେମାନେ ନିଜର ଓଜନ କୁ କମାଇବା ପାଇଁ ଆପଣ ଙ୍କୁ କିଛି ବ୍ୟାମ କରିବା ପାଇଁ ପଡିବ ।

ତେବେ ସମୟ ର ଅଭାବ ଯୋଗୁଁ କିଛି ଲୋକ ମାନେ ବ୍ୟାମ କରି ପାରନ୍ତି ନାହିଁ , ତେବେ ଏ ନେଇ ଆପଣ ମାନେ ଆଦୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏମିତି ଫେଟ ଲସ ର ଗ୍ରାଡିଏଣ୍ଟ ଆଣିଛୁ ଯାହାକୁ ଆପଣ ପ୍ରତିଦିନ ସଠିକ ସମୟ ରେ ସେବନ କପରିବା ଦ୍ୱାରା ଆପଣ ଙ୍କ ର ଶରୀର ଓଜନ କମି ଯିବ । ତେବେ ସେହି ମିଶ୍ରଣ କପ ଆପଣ କିପରି ପ୍ରସ୍ତୁତ କରିବେ ସେ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ।

men fat

ତେବେ ବନ୍ଧୁଗଣ ଏହି ମିଶ୍ରଣ କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ମାତ୍ର 3 ଟି ଜିନିଷ ର ଆବଶ୍ୟକ ପଡିବ ତେବେ ଆପଣ ଏହି 3 ଟି ଜିନିଷ କୁ ଆପଣ ଆପଣ ଙ୍କ ର ରୋଷେଇ ଘରେ ବହୁତ ସହଜ ଉପାୟ ରେ ପାଇଯିବେ । ତେବେ ଆପଣ ଙ୍କୁ ଏଥିଲାଗି ଗୋଟେ ବଡ ଖଣ୍ଡ ଡାଲ ଚିନି ଏବଂ ଏକ ଚାମୁଚ କଫି ପାଉଡର ଏବଂ ଏକ ଫାଳ ଲେମ୍ବୁ ର ଆବଶ୍ୟକ ପଡିବ ।

ତେବେ ଆପଣ ପ୍ରଥମେ ଏକ ପାତ୍ର ରେ ଦୁଇ କପ ପାଣି ନିଅନ୍ତୁ ଏବଂ ସେଥିରେ ସେହି ଡାଲ ଚିନି ଖଣ୍ଡ କୁ ପକାଇ ପାଣି କୁ 2 ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଏହା ଗରମ ହେବା ପରେ ଏଥିରେ ଏକ ଚାମୁଚ କଫି ପାଉଡର ମିଶାନ୍ତୁ ଏବଂ ଏହା କୁ ମଧ୍ୟ 2 ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏବେ ଆପମ ଙ୍କ ର ଫେଟ ଲସ ର ମିଶ୍ରଣ ପ୍ରସ୍ତୁତ ହେଇଗଲା ।

drink

ତେବେ ଏହାକୁ ଏକ କପ କୁ ଛାଣି ଆଣିବା ପରେ ଏଥିରେ ସେହି ଏକ ଫାଳ ଲେମ୍ବୁ କୁ ଚିପଡନ୍ତୁ । ତେବେ ଆପଣ ମାନେ ମନେ ରଖନ୍ତୁ ଏହାକୁ କେବଳ ଆପଣ ମାନେ ପ୍ରତିଦିନ ସକାଳେ ଖାଲି ପେଟର୍ ପିଇବା ଦରକାର କାରଣ ଏହା କରିବା ଦ୍ୱାରା ଏହା ଆପଣ ଙ୍କ ର ଶରୀର ମେଟାବଲିଜିମ କୁ ସକ୍ରିୟ କରାଇଥାଏ ଯାହା ଦ୍ୱାରା ଆପଣ ଙ୍କ ଶରୀର ର ଓଜନ କମିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button