ଅପରାଧ

ବେଆଇନ ଲିଙ୍ଗ ନିରୂପଣ ବେଳେ ଧରା ହେଲେ ଡାକ୍ତର ଓ ୩ ଦଲାଲ – Kalinga News

[ad_1]

କଟକ: କଟକ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ରହୁଥିବା ଜଣେ ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ। ଆଜି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଛି। ଘଟଣାସ୍ଥଳରୁ ୩ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଡାକ୍ତରଙ୍କ ଘରୁ ଅଲଟ୍ରାସାଉଣ୍ଡ ମେସିନ, ନଗଦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି। ଡାକ୍ତର ନିଜ ଘରେ କ୍ଲିନିକ କରି ବେଆଇନ ଲିଙ୍ଗ ନିରୂପଣ କରୁଥିଲେ। ଏଭଳି ବେଆଇନ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବଡ଼ କଥା ହେଉଛି ପୂର୍ବରୁ ମଧ୍ୟ ଅଭିଯୁକ୍ତ ଡାକ୍ତର ପୁଣ୍ୟଶ୍ଲୋକ ଦାସ ଦୁଇ ଥର ଧରାପଡ଼ିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button