ଦେଶ- ବିଦେଶ

ଯଦି କେବେ କିନ୍ନରଙ୍କୁ ଦେଖନ୍ତି, ତାଙ୍କୁ କେବଳ ଏହି ଗୋଟିଏ କଥା କହି ଦେଖନ୍ତୁ, ଆପଣଙ୍କ ଭାଗ୍ୟ ଭାଗ୍ୟ ବଦଳିଯିବ

ଭାରତରେ ବିଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳିଥାନ୍ତି । ତେବେ ଭାରତ ଏକ ଧର୍ମାବଲମ୍ବୀ ଦେଶ ହୋଇଥିବା କାରଣରୁ ଏଠାରେ ଅନେକ ପ୍ରକାର ପୂଜାପର୍ବ ପାଳିତ ହୋଇଥାଏ । ଯାହାକୁ ଘରେ ଘରେ ଲୋକେ ଖୁବ ଆଡମ୍ବର ସହକାରେ ମନାଇଥାନ୍ତି । ତେବେ ଏହି ପୂଜାପର୍ବାଣୀରେ ଘରକୁ ଅନେକ ସମୟରେ କିନ୍ନର ମାନେ ଆସିଯାଇଥାନ୍ତି । ଖାଲି ପୂଜାପର୍ବ ନୁହେଁ, ବଂର ଘରର କୌଣସି ମାଙ୍ଗଳିକ ତଥା ଧାର୍ମିକ କାର୍ଯ୍ୟର ଅବସରରେ କିନ୍ନର ମାନେ ଆସିଥାନ୍ତି ।

ତେବେ କିନ୍ନର ମାନେ ସେହି ସମୟରେ ଆସି ପରିବାର ସଦସ୍ୟଙ୍କୁ ଆଶ୍ରୀବାଦ କରିକି ଯାଇଥାନ୍ତି । ତେବେ କିନ୍ନର ମାନଙ୍କ ଆଶ୍ରୀବାଦ ଲୋକଙ୍କ ପାଇଁ ବହୁତ ଲାଭକାରୀ ରହିଥାଏ । ଯେତେବେଳେ ଘରର କୌଣସି ବାହାଘର କି ସନ୍ତାନ ଜନ୍ମର ଖୁସି କାର୍ଯ୍ୟରେ ଆସିଯାଇଥାନ୍ତି । ସେତେବେଳେ ସେମାନେ ଘରୁ ଟଙ୍କା ନନେବା ପର୍ଯ୍ୟନ୍ତ ଯାଇନଥାନ୍ତି ।

ଯଦି ସେହି ସମୟରେ କିନ୍ନର ମାନଙ୍କୁ କିଛି ଟଙ୍କା ଦେଇଥାନ୍ତି । ତେବେ ସେ ଖୁସି ଖୁସିରେ ସେହି ଘରର ସବୁ ପରିବାର ସଦସ୍ୟଙ୍କୁ ଆଶ୍ରୀବାଦ ଦେଇ ସେହି ସ୍ଥାନରୁ ଚାଲି ଯାଇଥାନ୍ତି । ହେଲେ ଯଦି କୌଣସି ବ୍ୟକ୍ତି କିନ୍ନର ମାନଙ୍କ ଅଭିଶାପର ଶିକାର ହୋଇଥାଏ । ତେବେ ସେହି ବ୍ୟକ୍ତିର ଜୀବନ ବର୍ବାଦ ମଧ୍ୟ ହୋଇଯାଏ ବୋଲି ମନା ଯାଇଥାଏ । ତେଣୁ ଯେତେବେଳେ କିନ୍ନର ମାନେ ଟଙ୍କା ମାଗିଥାନ୍ତି । ସେତେବେଳେ ବ୍ୟକ୍ତି ତା’ ନିଜ ଶକ୍ଷ ମୁତାବିକ ତାଙ୍କ ମାନଙ୍କୁ ଟଙ୍କା ଦେଇଦେବା ଉଚିତ ।

ହେଲେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଯେ କିନ୍ନର ମାନଙ୍କୁ ଟଙ୍କା ଦେବା ସମୟରେ ଏହି 2 ଶବ୍ଦ ସେଠାରେ ନିହାତି ଭାବେ କହି ଦିଅନ୍ତୁ । ଏହା କହିବା ଦ୍ଵାରା ବ୍ୟକ୍ତିର ଶୋଇ ରହିଥିବା ଭାଗ୍ୟ ମଧ୍ୟ ଉଠିଯାଇଥାଏ । ବ୍ୟକ୍ତି ନିଜ ଜୀବନରେ ବହୁତ ଉନ୍ନତି କରିଥାଏ ।

ଯେତେବେଳେ କୌଣସି କିନ୍ନର ଘର, ଅଫିସ କି ଦୋକାନକୁ ଟଙ୍କା ମାଗିବାକୁ ଆସିଥାଏ । ସେତେବେଳେ ବ୍ୟକ୍ତି ତାଙ୍କୁ କିଛି ଟଙ୍କା ଖୁସି ମନରେ ଦେବା ସହ ପୁଣି ଥରେ ଆସିବା ପାଇଁ ଯଦି କହିବେ । ତେବେ କିନ୍ନର ମାନଙ୍କୁ ଆପଣ ନିଜ ହୃଦୟରୁ ସମ୍ମାନ ସହକାରେ ଟଙ୍କା ଦେଉଛନ୍ତି ବୋଲି ତାଙ୍କୁ ସେଠାରେ ଅନୁଭବ ହେବ । ଏହାପରେ କିନ୍ନର ମାନେ ମଧ୍ୟ ଆପଣଙ୍କୁ ନିଜ ହୃଦୟରୁ ଆଶ୍ରୀବାଦ ଦେଇକି ଯାଇଥାନ୍ତି ।

ଯେଉଁ ଆଶ୍ରୀବାଦ ଜଣେ ବ୍ୟକ୍ତି ପାଇଁ ବହୁତ ଶୁଭ ହୋଇଥାଏ । ତାହା ଆପଣଙ୍କ ଭାଗ୍ୟକୁ ମଧ୍ୟ ଅତି ଶୀଘ୍ର ଚମକାଇ ଦେଇଥାଏ । ବ୍ୟକ୍ତିର ଅନେକ ଅର୍ଥ ସମସ୍ଯା ଦୂର ହୋଇଯାଇଥାଏ । ଏଥିସହ ନୂଆ ନୂଆ ମାର୍ଗରୁ ଟଙ୍କା ଆସିବା ଆରମ୍ଭ ହୋଇଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button