ଦେଶ- ବିଦେଶ

ପୁଅ ମାନଙ୍କ ଏହି ଜିନିଷ ଦେଖିବାକୁ ପାଗଳ ହୁଅନ୍ତି ଝିଅମାନେ, ଜାଣନ୍ତୁ

ଝିଅ ମାନଙ୍କର ଯେକୈଣସି ଅଙ୍ଗକୁ ଦେଖୁ ଦେଖୁ ପୁଅ ମାନେ ଆକର୍ଶିତ ହୋଇ ଥାନ୍ତି । କିନ୍ତୁ ଝିଅ ମାନଙ୍କ ପ୍ରତି ଯେମିତି ପୁଅ ମାନେ ଆକର୍ଶିତ ହୋଇ ଥାନ୍ତି ସେମିତି ଝିଅ ମାନେ ବି ପୁଅ ମାନଙ୍କର କିଛି ଅଙ୍ଗ କୁ ଦେଖି ଆକର୍ଶିତ ହୋଇ ଥାନ୍ତି । ସବୁ ବେଳେ ଝିଅ ମାନେ ପ୍ରଥମ ଦେଖା ରେ ହିଁ ପୁଅ ମାନଙ୍କର ଏହି ଅଙ୍ଗ କୁ ସେମାନେ ନୋଟିସ୍ କରି ଥାନ୍ତି କି ଏହି ପୁଅ ତାଙ୍କ ପାଇଁ ଫିଟ୍ ଅଟନ୍ତି କି ନାହିଁ । ତେବେ ଆସନ୍ତୁ ଜାଣି ନେବା ।

ପ୍ରଥମେ ରହିଛୁ ଚଉଡା କାନ୍ଧ । ମହିଳା ମାନଙ୍କୁ ଏମିତି ପୁରୁଷ ମାନେ ବହୁତ ପସନ୍ଦ ଆସନ୍ତି । ଯେଉଁ ପୁରୁଷ ର କାନ୍ଧ ଚୈଡା ସେହି ପୁଅ ମାନଙ୍କୁ ଝିଅ ମାନେ ପ୍ରେମ କରିବା ପାଇଁ ଦିୱାନୀ ହୋଇ ଥାନ୍ତି ।

ଦୁଇ ନମ୍ବର ରେ ରହିଛି ଛାତି ଯେମିତି ଆମେ ମାନେ ମହିଳା ମାନଙ୍କ ର ଛାତି ଦେଖିଲେ ଆକର୍ଶିତ ହୋଇ ଥାଏ ସେହି ପରି ଭାବେ ଝିଅ ମାନେ ବି ପୁରୁଷ ମାନଙ୍କର ଛାତି କୁ ଦେଖିଲେ ରହି ପାରନ୍ତି ସେମାନେ ସେହି ପୁରୁଷ ମାନଙ୍କୁ ମନ ଦେଇ ଥାନ୍ତି ପ୍ରଥମ ଦେଖା ରୁ ହିଁ  ଭଲ ପାଇ ଜାାନ୍ତି।

ତିନି ରେ ରହିଛି ମହିଳା ମାନେ ପୁରୁଷ ର ଓଠ କୁ ବି ବହୁତ ପସନ୍ଦ କରି ଥାନ୍ତି ସେମାନଙ୍କ ଓଠ ଯଦି ଲାଲ୍ ହୋଇ ଥାଏ ତେବେ ମହିଳା ମାନେ ଓଠ ରେ କିସ୍ କରିବା ପାଇଁ ଭାବନ୍ତି ।

କଣ ଆପଣ ମାନେ ଏହି କଥା କୁ ଜାଣିଛନ୍ତି କି ଝିଅ ମାନେ ପୁଅ ମାନଙ୍କର ଆଖି ରୁ ହିଁ ଏହି ସବୁ ଜାଣି ସାରିଛନ୍ତି ଯେଉଁ ସେହି ପୁଅ ସେମାନଙ୍କୁ କେଉଁ ନଜର ଦେଖୁଛି ବା ସେ ତାଙ୍କ ସହିତ କଣ କରିବା ପାଇଁ ଚାହୁଁଛି ଏହି ସବୁ ବିଷୟ ରେ ସ ସବୁ କିଛି ଜାଣି ସାରି ଥାଏ । ଏବଂ ଏହା ସହିତ ପୁରୁଷ ର ସୁନ୍ଦର ସ୍ୱାସ୍ଥ୍ୟ କୁ ଦେଖି ସେମାନେ ପସନ୍ଦ ଜଣେ ପୁରୁଷ କୁ କରି ଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button