ରାଜ୍ୟ
ପୁଣି ଏଟିଏମ୍ ରୁ ଲୁଟ୍ , କଟରରେ କାଟି ଲୁଟିନେଲେ ଟଙ୍କା – Kalinga News

[ad_1]
କେନ୍ଦୁଝର(କେନ୍ୟୁଜ୍) : କଟରରେ କାଟି ଏଟିଏମ୍ (ATM)ରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ଯୋଡ଼ାର ବନେଇ କଳା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ (ATM)ରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତ ଏହି ଲୁଟ୍ କରିଥିବା ଜଣା ପଡିଛି । ସକାଳେ ଏକଥା ଜଣା ପଡିଥିଲା । ତେବେ କେତେ ଟଙ୍କା ଲୁଟ୍ ହୋଇଛି କାରଣ ଅସ୍ପଷ୍ଟ ରହିଛି । ଏନେଇ ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ତନାଘନା ତଦନ୍ତ କରୁଛି । ଆଖପାଖରେ ଥିବା ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି ।
The post ପୁଣି ଏଟିଏମ୍ ରୁ ଲୁଟ୍ , କଟରରେ କାଟି ଲୁଟିନେଲେ ଟଙ୍କା appeared first on KNews Odisha.
[ad_2]