ଦେଶ- ବିଦେଶ

ଯୋଶୀମଠରେ ୧୦୦୦ ବିପଦସଙ୍କୁଳ କୋଠା ଭଙ୍ଗାଯିବ – Kalinga News

[ad_1]

ଡେରାଡୁନ୍: ଦବିବାରେ ଲାଗିଥିବା ଯୋଶୀମଠରେ ପ୍ରାୟ ଏକହଜାରରୁ ଅଧିକ ଆବାସିକ ଓ ବାଣିଜ୍ୟିକ କୋଠାକୁ ଅତିରିକ୍ତ ବିପଦସଂକୁଳ ଶ୍ରେଣୀଭୁକ୍ତ କରାଯାଇଛି । ଏହ ଘର ଗୁଡ଼ିକରୁ ଲୋକଙ୍କୁ ଖାଲି କରି ଶେଷରେ ତାହା ଭଙ୍ଗାଯିବ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ କହିଛନ୍ତି। ଉକ୍ତ ବିପଦପୂର୍ଣ୍ଣ ଆବାସିକ କୋଠାଗୁଡ଼ିକ ମୁଖ୍ୟତଃ ସହରର ଚାରିଟି ପୌରାଞ୍ଚଳ – ମନୋହର ବାଗ, ସୁନୀଲ, ମାରଓ୍ଵାଡି ଏବଂ ସିଙ୍ଗଧରରେ ରହିଛି। ୨୦୨୩ ଜାନୁଆରିରେ ମାଟି ତଳକୁ ଦବିବା ଦ୍ୱାରା ଏଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଥିଲା। ଏହା ଫଳରେ ବାସିନ୍ଦାମାନଙ୍କୁ ବ୍ୟାପକ ସଂଖ୍ୟାରେ ବିସ୍ଥାପିତ ହେବାକୁ ପଡ଼ିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button