ଅପରାଧ
ଶିମିଳିପାଳ ଅଞ୍ଚଳରୁ ପୁଣି ୨୩ଟି ବେଆଇନ ଦେଶୀ ବନ୍ଧୁକ ଜବତ – Kalinga News

[ad_1]
ବାରିପଦା: ଶିମିଳିପାଳ ଅଞ୍ଚଳରୁ ପୁଣି ୨୩ ଟି ବେଆଇନ ଦେଶୀ ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୁଲିସ। ଗତ ଦୁଇ ମାସ ମଧ୍ୟରେ ମୟୂରଭଞ୍ଜ ପୁଲିସ ଶିମିଳିପାଳ ସଂଲଗ୍ନ ଜିଲ୍ଲାର ୯ ଟି ଥାନାରେ ୧୪ ଟି ମାମଲା ରୁଜୁ ହୋଇଥିବା ବେଳେ ୮ ଜଣ ଶିକାରୀଙ୍କୁ ଗିରଫ କରିଛି ।
[ad_2]




