ରାଜ୍ୟ

ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ – Kalinga News

[ad_1]

ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ। ଯାଜପୁର ବ୍ୟାସନଗରରେ ଆୟୋଜିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀରେ ରାଧିକା ଯୋଗ ଦେଇଛନ୍ତି। ଓଡ଼ିଶାର ହସ୍ତଶିଳ୍ପ ଓ ଚାରୁକଳାକୁ ଖୁବ ପ୍ରଶଂସା କରିଛନ୍ତି। ଏଥିସହ ରାଜ୍ୟର ହସ୍ତଶିଳ୍ପ, ଚାରୁକଳା ଓ ସଂସ୍କୃତି ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ରାଧିକା ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button