ରାଜନୀତି
ବାଲେଶ୍ୱର ଲୋକସଭା ଆସନରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ: ନିଜେ ସ୍ପଷ୍ଟ କଲେ ଅଶ୍ୱିନୀ ବୈଷ୍ଣବ – Kalinga News

[ad_1]
ବାଲେଶ୍ୱର: ବେଶ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଯେ ବାଲେଶ୍ୱର ଲୋକସଭା ଆସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ହେଲେ ସେଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଅଶ୍ୱିନୀ ବୈଷ୍ଣବ।
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାଲେଶ୍ୱର ଲୋକସଭା ଆସନରୁ ଲଢ଼ିବେନି କେନ୍ଦ୍ର ରେଳମନ୍ତ୍ରୀ। ଘନ ଘନ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅଶ୍ୱିନୀ। ଏହାକୁ ଦୃଷ୍ଟିରେ ରଖି ଚର୍ଚ୍ଚା ହେଉଥିଲା ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ଏହି ରାଜ୍ୟସଭା ସାଂସଦ। ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମୁଁ ନୁହେଁ, ନନା ଅଛନ୍ତି।
[ad_2]




