ଖେଳ ଖବର

ଜାତୀୟ ବରି‌ଷ୍ଠ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ: ଅଲ୍‌ରାଉଣ୍ଡରେ ଦୀପାଙ୍କ ଚମକ – Kalinga News

[ad_1]

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ କେନ୍ଦ୍ରଠାରେ ଚାଲିଥିବା ଜାତୀୟ ବରି‌ଷ୍ଠ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ବୁଧବାର ମହିଳା ବର୍ଗରେ ଖେଳାଳିମାନେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଅଲିମ୍ପିଆନ୍‌ ଦୀପା କର୍ମକାର ଅଲ୍‌ରାଉଣ୍ଡରେ ୪୯.୫୫ ପଏଣ୍ଟ ସହ ଶୀର୍ଷରେ ରହିଥିଲା ବେଳେ ଦଳଗତରେ ରେଳବାଇ (୧୮୨.୬୦ ପଏଣ୍ଟ) ବିଜେତା ହୋଇଛି। ମହାରାଷ୍ଟ୍ର (୧୬୯.୯୫) ଦ୍ବିତୀୟ ଓ ପଶ୍ଚିମବଙ୍ଗ (୧୬୬.୮୦) ତୃତୀୟ ସ୍ଥାନରେ ରହିଥିଲା ବେଳେ ଆୟୋଜକ ଓଡ଼ିଶା (୧୬୪.୬୫) ଚତୁର୍ଥ ସ୍ଥାନ ପାଇଛି। ଆଜିର ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜିମ୍ନାଷ୍ଟିକ୍ସ ମହାସଂଘର ସଭାପତି ସୁଧୀର ମିତ୍ତଲ ଯୋଗଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button