ସ୍ୱାସ୍ଥ୍ୟ

2 ମିନିଟରେ ଭଲ ହୋଇଯିବ ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଆଦି ପାଟି ସମ୍ବନ୍ଧିତ ସବୁ ରୋଗ, ଏବେ ହିଁ ପ୍ରୟୋଗ କରନ୍ତୁ ଏହି ସହଜିଆ Home Remedy

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଦାନ୍ତ ବିନ୍ଧା ବା ପାଇରିଆ ଭଳି ସମୟରେ ପୀଡିତ ହେଉଛନ୍ତି । ଦାନ୍ତ ବିନ୍ଧା ହୋଇଥିଲେ ବହୁତ ଅଧିକ କଷ୍ଟ ହୋଇଥାଏ । ଏହାକୁ ଦୂର କରିବା ପାଇଁ ଆପଣ ମାନେ ମେଡ଼ିସିନ ଖାଇଥିବେ ଆଉ ଅଳ୍ପ ସମୟ ପାଇଁ ରିହାତି ପାଇଥିବେ । କିନ୍ତୁ ପୁରା ଭଲ ହୋଇ ନ ଥାଏ । ଆଜି ଆମେ ଆପଣଙ୍କ ସହ ଏମିତି ୩ଟି ଘରୋଇ ପ୍ରାକୃତିକ ଉପଚାର ଅଟେ ଯାହାର ପ୍ରୟୋଗ କରି ଆପଣଙ୍କର ଭୟଙ୍କର ରୁ ଭୟଙ୍କର ପୁରୁଣା ଦାନ୍ତ ବିନ୍ଧା ସମସ୍ଯା   ଦୂର ହୋଇଯିବ । ମାତ୍ର ୨ ମିନିଟ ଭିତରେ ଏହି ରେମେଡିର ପ୍ରୟୋଗ କରିଲେ ଦନ୍ତ ବିନ୍ଧା ଭଲ ହୋଇଯିବ ।

ପ୍ରଥମ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ହେଙ୍ଗୁ ଯାହା ଆପଣଙ୍କୁ ରୋଷେଇ ଘରୁ ସାହଜରେ ମିଳିଯିବ । ଏଥିପାଇଁ ଆପଣ ୪ରୁ ୫ ଚୁମିଟା ହେଙ୍ଗୁ, ଏକ ଚାମଚ ଲେମ୍ବୁ ରସ ଦରାକର । ଏହା ପରେ ଏହି ୨ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରିବା ପରେ ଗରମ କରନ୍ତୁ । ବେସୀ ଗରମ କରିବାର ଆବଶ୍ୟକତା ନାହି । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ତୁଳା ଯାହା ସାହାଜ୍ୟରେ ଆପଣ ରେମେଡି ଲାଗାଇ ଯେଉଁ ଜାଗାରେ ଦାନ୍ତ ବିନ୍ଧା ହେଉଛି ବା ପୋକ ଲାଗିଛି ସେଠାରେ ଲଗାଇ ରଖନ୍ତୁ ପୁରା ୧ ଘଣ୍ଟା ଯାଏଁ ।

ସେହି ସମୟରେ ଖାଦ୍ଯ ବା ପାଣି ସେବନ କରନ୍ତୁ ନାହି । ଦ୍ଵିତୀୟ ସାମଗ୍ରୀ ତିଆରି କରିବା ପାଇଁ ଆବଶ୍ୟକ ରହିଛି ପିଆଜ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଆପଣଙ୍କ ପାଖରେ ହେଙ୍ଗୁ ନ ଥିଲେ ପିଆଜ ରେମେଡି ନିଶ୍ଚୟ ଟ୍ରାଏ କରନ୍ତୁ । ଗୋଟେ ପିଆଜ ନେଇ ତାହାର ଚୋପା କାଢି ଛୋଟ ଛୋଟ ଖଣ୍ଡ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଛଣା ସାହାଯ୍ୟରେ ଏହାର ରସ ବାହାର କରନ୍ତୁ ।

ସେଥିପାଇଁ ଆପଣ ଏକ ତୁଳା ନେଇ ପିଆଜ ରସରେ ବୁଡାଇ ଦାନ୍ତ ବିନ୍ଧା ହେଉଥିବା ଜାଗାରେ ଲଗାଇ ଦିଅନ୍ତୁ । ପୂର୍ବ ଭଳି ଏକ ଘଣ୍ଟା ଯାଏଁ ରଖିବେ ଓ ଖାଦ୍ୟ, ପାଣିର ସେବନ କରିବେ ନାହି । ତୃତୀୟ ରେମେଡି ତିଆରି କରିବା ପାଇଁ  ପିଜୁଳି ପତ୍ର ର ଆବଶ୍ୟକତା ରହିଛି । ୨ରୁ ୩ଟି ପିଜୁଳି ପତ୍ର ଚୋବାନ୍ତୁ ଯେବେ ଆପଣଙ୍କର ଦାନ୍ତ ବିନ୍ଧା ହେଉଛି ବା ପାଟି ରେ କୌଣସି ସମସ୍ଯା ରହିଛି । ପାଟି ଜନିତ ଅନେକ ପ୍ରକାରର ସମସ୍ଯା ଦୂର କରିବା ପାଇଁ ପିଜୁଳି ପତ୍ର ର ଭୂମିକା ବହୁତ ଅଧିକ ଅଟେ ।

ଯଦି ଆପଣଙ୍କର ଦାନ୍ତ ଅଧିକ ବିନ୍ଧା ହେଉଛି ତେବେ ଏକ ଗ୍ଳାସ ପାଣିରେ ଅଳ୍ପ ପିଜୁଳି ପାତ୍ ପକାଇ ୪ରୁ ୫ ମିନିଟ ଯାଏଁ ଫୁଟାଇ ଦିଅନ୍ତୁ । ପାଣି ଅଳ୍ପ ଗରମ ଥିବା ବେଳେ ଏହି ପାଣିକୁ କୁଳି କରନ୍ତୁ । ଏହି ୩ଟି ରେମେଡି ର ପ୍ରୟୋଗ ନିହାତି ଟ୍ରାଏ କରନ୍ତୁ ଦେଖିବେ ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button