ମନୋରଞ୍ଜନ

ହାତୀର ପାଦ ତଳୁ ଅଳ୍ପକେ ବର୍ତ୍ତିଲା ଜୀବନ, ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ…ଦେଖନ୍ତୁ ଏହି Shocking ଭାଇରାଲ Video

କର୍ଣ୍ଣାଟକ ର ବାନ୍ଦିପୁର ନାସନାଲ ପାର୍କ ର ଦ୍ରୁଶ୍ଯ ଏକ ଆପଣ ଦେଖିଲେ ଆପଣ ମଧ୍ୟ ଆଚାର୍ଯ୍ୟ ହୋଇଯିବେ । ଏକ ହାତୀ କବଳରୁ ଅଳ୍ପକେ ବର୍ତ୍ତିଲେ ଯୁବକ ଜଣଙ୍କ । ରାସ୍ତା ରେ  ଯାଉ ଥିବା ବେଳେ ଏକ ହାତୀକୁ ଡାକିକି ଚିଡାଇବା ପାଇଁ ସେ ହର୍ନ ମାରିକି ତାକୁ ହଇରାଣ କରୁଥିଲା ମାତ୍ର କିଛି ସମୟ ପରେ ତାର ଆଗରେ ଫୋନ କାଢିକି ଫୋଟୋ ଉଠାଇବା ପାଇଁ ଚେଷ୍ଟା କରୁଥିଲେ କିଛି ଦର୍ଶକ ମାନେ ।

ଏହି ସମୟରେ ହାତୀ ଅଧୀର ହୋଇକି ହଠାତ ମାଡି ଆସିଲା ଓ ଯୁବକ କୁ ଗୋଡାଇବା ପାଇଁ ଲାଗିଲା ଏହା ଦେଖିକି ଯୁବକ ଦୌଡିବା ପାଇଁ ଲାଗିଲେ ମାତ୍ର କିଛି ସମୟରେ ପରେ ସେ କାର ଆଡକୁ ବୁଲିକି ଚାଲି ଯାଇଥିଲେ । ଏହା ଅପରେ ଅପର ପାଖରେ ଥିବା ଏକ ଗାଡି ଖୁବ ଜୋର ସେ ଆବାଜ କରିଥିଲା ଯାହାକୁ ଡରିକି ହାତୀ ସେହି ଜାଗାରୁ ଚାଲିଯାଇ ଥିଲା । ଓ ଅଳ୍ପକେ ବଞ୍ଚିଲା ବ୍ୟକ୍ତି ର ଜୀବନ । କାର ଭିତରେ ପଶିବା ବେଳେ ମଧ୍ୟ ତାର ଜୀବନ ଚାଲି ଯାଇ ଥାନ୍ତା ।

କାରଣ ତାର ଗୋଡ ଖଶି ଯାଇ ଥିଲା । ତେବେ ଏହି ଭଳି ଆଗରୁ ମଧ୍ୟ ଅନେକ ଥର ହୋଇଛି ଦର୍ଶକ ମାନଙ୍କୁ ସାବଧାନ ଅକରିବା ଅପରେ ମଧ୍ୟ ସେମାନେ ଜୀବ ମାନଙ୍କ ସହ ଏହି ଭଳି ବ୍ୟବହାର କରି ଥାନ୍ତି ଯାହା ପାଇଁ ତାଙ୍କ ଜୀବନ ଯିବାର କଥା ଆସି ଯାଇଥାଏ ।

ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଯେଉଁ ମାନେ ଏହି ଭଳି କରନ୍ତି ସେମାନଙ୍କ ପାଇଁ ଏବେ ସରକାର ଫାଇଁ ମଧ୍ୟ ରଖିଛନ୍ତି । ଆମେ ମାନେ ମଧ୍ୟ ଯେଉଁ ସମୟରେ  ଜୀବ ମାନଙ୍କୁ ଦେହିବା ପାଇଁ ଯାଉଛୁ ଆମକୁ ମଧ୍ୟ କୁହାଯାଇ ଥାଏ କି ଆମେ ଦେଖି ଚାହିଁ କାମ କରିବା ଭଲ ବାହାର କାଦୀ ସେମାନଙ୍କୁ ଦେବା ଅନୁଚିତ ।

ସେମାନଙ୍କୁ ଡରାଇବା ଚମକାଇବା ଭଳି କାମ କରିବା ଖରାପ ହୋଇ ଥାଏ ମାନବ ଏହି ଭଳି କାମ ବାର ବାର କରିକି ଅନେକ ଥର ଫସିଯାଇଛି ପ୍ରକୃତି ର ଜାଲରେ । ଏହାର ବଡ ରୁ ବଡ ପରିଣାମ ଦେବା ପାଇଁ ପଡିଛି ମାନବ କୁ । ଆମେ ସଚେତନ ରହିବା ପ୍ରକୃତି କୁ ତାର ବାଟ ନିଜେ ଖୋଜିବା ପାଇଁ ଦେବା ଏହାର କାରଣ ହେଉଛି କି ଆମେ ଚାହିଁବା କି ଆମେ ସବୁ ଆଡେ ମାନବ ପ୍ରକୃତି ନ ଦେଖାଇ ଯିଏ ଯେଉଁ ଭଳି ରହିବା ପାଇଁ ଭଲ ପାଏ ସେହି ଭଳି ରହିବା କୁ ଦେବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button