ଦେଶ- ବିଦେଶ

ଯଦି ଆପଣଙ୍କ ନିଦ ସକାଳ ୩ଟା ରୁ ୫ଟା ଭିତରେ ଭାଙ୍ଗି ଯାଉଛି ତ ଆପଣ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ଆଜି ଆପଣଙ୍କୁ ଏମିତି ତଥ୍ୟ ବିଷୟରେ କହିବୁ ଯେଉଁ ବିଷୟରେ ଜାଣି ଆପଣ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଏହି ତଥ୍ୟ ଆପଣଙ୍କ ନୀଦ ସହ ଯୋଡ଼ା ହେଇଛି। ପ୍ରକୃତରେ ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି ଯଦି ସକାଳ ୩ ରୁ ୫ ଭିତରେ ନୀଦ ଭାଙ୍ଗି ଯାଏ ତେବେ ଏଥିରେ କୈାଣସି ଦିବ୍ୟ ଶକ୍ତିର ହାତ ଅଛି । ଏହି କଥାରେ କେତେ ସତ ତାହା ଆମେ ଆପଣଙ୍କୁ ଜଣାଇବୁ। ବେଳେବେଳେ ଏମିତି ହୁଏ ବିଳମ୍ବ ରାତିରେ ଗଭୀର ନିଦରେ ଶୋଇଲା ପରେ ବ୍ୟକ୍ତିର ନିଦ ଅଚାନକ ଖୋଲିଯାଏ ଏବଂ ପୁଣିଥରେ ଶୋଇ ପଡନ୍ତି। ଜଦି ଆପଣଙ୍କ ନୀଦ ବାସ୍ତବରେ ଏମିତି ଖୋଲିଯାଏ ତେବେ ଏହା ଯମାବି ସାଧାରଣ କଥା ନୁହେଁ। ସେଥିପାଇଁ ଭୁଲରେ ମଧ୍ୟ ଏହି ଜିନିଷକୁ ଅଣଦେଖା କରନ୍ତୁ ନାହିଁ ।

ମାନେ ଜଦି ଆମେ ସିଧା ଅର୍ଥରେ କହିବା ଏଥିରେ ଅନେକ କିଛି ସଂକେତ ଲୁଚି ଅଛି। ଏଥିରେ କିଛି ସନ୍ଦେହ ନାହିଁ କି ଦୁନିଆରେ କୈାଣସି ଜିନିଷ ବିନା କାରଣରେ ହୋଇଥାଏ ଏମିତିକି ଜଦି ବ୍ୟକ୍ତି ନୀଦରେ ସ୍ବପ୍ନ ଦେଖିଥାଏ ତେବେ ଏହାର ଅର୍ଥ କୈାଣସି ନା କୈାଣସି ରହସ୍ୟ ଲୁଚି ରହିଥାଏ। ଆଜି ଆମେ ଆପଣଙ୍କୁ କହିବୁ ୩ରୁ ୫ ଭୀତରେ ନୀଦରୁ ଉଠିବାର କଣ ମାନେ ଅଟେ ?

୧- ଭୋରର ସମୟ ସବୁଠାରୁ ଅମୃତ ବେଳ ବୋଲି କୁହାଯାଏ। ଏହି କାରଣ ପାଇଁ ସେହି ମୂହୁର୍ତ୍ତରେ ଅଲୋୖକିକ ଶକ୍ତିର ପ୍ରଭାବ ହୋଇଥାଏ। ଏହି ଶକ୍ତି ଆମକୁ ଅନେକ ପ୍ରକାରର ସଂକେତ ଦେଇଥାଏ ଏବଂ ଆପଣଙ୍କୁ ଏହି ସଂକେତ ଗୁଡିକୁ କେବଳ ବୁଝିବା ଦରକାର ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅଲୈାକିକ ଶକ୍ତି ୩-୫ ଭିତରେ ସେହି ବ୍ୟକ୍ତିକୁ ଉଠାଇ ଥାଏ ଯାହାକୁ ଖୁସି ଦେଖିବାକୁ ଚାହେଁ। ଜଦି ଆପଣଙ୍କ ନୀଦ ୩-୫ ଭିତରେ ଖୋଲୁଛି ତେବେ ଏହା ଆପଣଙ୍କୁ ଖୁସି ଦେବାର ସୂଚାଇଥାଏ।

୨- ୩-୫ ଭିତରେ ନୀଦ ଭାଙ୍ଗି ଯିବାର ମାନେ ଏହା ଅଟେ କି ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେବାକୁ ଯାଉଛି ଏବଂ ଆପଣଙ୍କ ଘରେ ଖୁସି ଆସିବାକୁ ଯାଉଛି। ଏମିତି ସକାଳୁ ଉଠିବା କେବଳ ମନ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ଅଟେ କିନ୍ତୁ ସକାଳୁ ଉଠିବା ଧାର୍ମିକ ଲାଭ ମଧ୍ୟ ହୋଇଥାଏ।

ଯେଉଁମାନେ ସକାଳୁ ଉଠନ୍ତି ସେମାନେ ନିଜକୁ ଫୁର୍ତ୍ତି ଅନୁଭବ କରନ୍ତି ଏବଂ ଏହା ସହିତ ସକାଳୁ ଉଠିଥିବା ଲୋକ ପ୍ରକୃତିର ଭରପୁର ମନୋରଞ୍ଜନ କରନ୍ତି, ସେଥିପାଇଁ ଜଦି ଆପଣଙ୍କ ନୀଦ ୩-୫ ଭିତରେ ଖୋଲିଯାଏ ତେବେ ବାସ୍ତବରେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି।

ଏମିତି ଶାସ୍ତ୍ରରେ ଅନେକ ଗୁଡ଼ିଏ କଥା ଅଛି ଯାହା କିଛି ଲୋକ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଆପଣଙ୍କୁ କହିଦବୁ ଶାସ୍ତ୍ରରେ ବିନା କାରଣରେ କୈାଣସି କଥା କୁହାଯାଇ ନାହିଁ। ଶାସ୍ତ୍ର ଅନୁସାରେ ଯେଉଁ ଲୋକ ୩-୫ ଭିତରେ ଉଠନ୍ତି ସେମାନେ ବାସ୍ତବରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button