ରାଜ୍ୟ

କାଉ ଯଦି ଦିଏ ଏହି ସଂକେତ ତେବେ ଜାଣନ୍ତୁ ଭାଗ୍ୟ ବଦଳିବାକୁ ଯାଉଛି, କାଉ ଦ୍ୱାରା ଆପଣ ହେବେ କୋଟିପତି

କାଉ ଆପଣଙ୍କୁ କରିବ କୋଟିପତି । ହଁ ଆଜ୍ଞା କାଉ ଆମକୁ ଏମିତି କିଛି ସଂକେତ ଦିଏ ଯାହା କି ଆମ ପାଇଁ ବହୁତ ଶୁଭ ହୋଇଥାଏ । ଆମ ସମାଜ ରେ କାଉ କୁ ସବୁବେଳେ ଏକ ଅଶୁଭ ପକ୍ଷୀ ରୂପେ ଗଣନା କରା ଯାଇ ଥାଏ.କାଉ ଆମକୁ ଅଶୁଭ ସଂକେତ କିମ୍ବା ଅଶୁଭ ସମାଚାର ଦେଇଥାଏ ବୋଲି ଅନେକ ଲୋକ ବିଶ୍ୱାସ କରି ଥାନ୍ତି, କିନ୍ତୁ ସବୁ ବେଳେ କାଉ କୁ ନେଇ ଅଶୁଭ ଚିନ୍ତା କରିବା ଠିକ ନୁହେଁ, ଆଉ ବେଳେ ବେଳେ ଆମକୁ ଶୁଭ ସଂକେତ ମଧ୍ୟ ଦେଇ ଥାଏ ।

ସେହି ସଂକେତ କୁ ଆମେ ଠିକ ଭାବରେ ବୁଝି ବିଚାରି ଗ୍ରହଣ କରିବା ଉଚିତ । ତେବେ ଆସନ୍ତୁ ଜାଣିବା କାଉ ର କିଛି ଶୁଭ ସଙ୍କେତ ବିଷୟରେ ଲେଖା ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ମନ ସ୍କାମନା ପୂରଣ ନେଇ କାଉ ସୂଚନା ଦେଇ ଥାଏ ବୋଲି ବିଶିଷ୍ଟ ଲୋକ ବିଚାର କରି ଥାନ୍ତି ।

ଅନେକ ସମୟ ରେ ଆମେ ଦେଖି ଥାଉ, ଅନେକ କାଉ ଏଖାଟି ବସି ବହୁତ ଜୋର ରେ ରାବି ଥାନ୍ତି । ତେବେ ବହୁତ କାଉ ଏକା ସାଙ୍ଗ ରେ ରହିବା ଅଶୁଭ ବୋଲି ବିଚାର କରା ଯାଇ ଥାଏ । ତେବେ ଯେଉଁ ଜାଗାରେ କାଉ ମାନେ ଏପରି ରାବନ୍ତି ସେହି ସ୍ଥାନ ପାଇଁ ଏହା ଅଶୁଭ ହୋ କେତେକ ଶୁଭ ସମାଚାର ଦେଇଥାଏ ତା ସହିତ କେତେକ ଅଶୁଭ ସମାଚାର ମଧ୍ୟ ସୂଚନା ଦେଇ ଥାଏ ।

ଯଦି ପାଣି ଭର୍ତ୍ତି ମାଠିଆ କିମ୍ବା ଅନ୍ୟ କୌଣସି ପଦାର୍ଥ ଉପରେ କାଉ ବସି ଥାଏ ତାହା ହେଲେ ତାକୁ ଅତ୍ୟନ୍ତ ଶୁଭ ବୋଲି ବିଚାର କରା ଯାଇ ଥାଏ । ପାଣି ଭର୍ତ୍ତି ମାଠିଆ ରେ କାଉ ବସିବା ଦ୍ୱାରା ଧନ ର ଆଗମନ ହୋଇ ଥାଏ । ଏହା ସହିତ ଆପଣଙ୍କ ଭାଗ୍ୟ ଉଦୟ ମଧ୍ୟ ହୋଇ ଥାଏ ।

କାଉ କୁ ଯଦି ସବୁ ଦିନ କିଛି କିଛି ଖାଦ୍ୟ ଖାଇ ବାକୁ ଦିଆଯାଏ ଏହା ଆପଣ ଙ୍କ ପାଇଁ ବହୁତ ହିତ କାରକ ହେଇ ଥାଏ । ଏହା ଦ୍ୱାରା ଆପଣଙ୍କ ମଙ୍ଗଳ ହୋଇ ଥାଏ ଏବଂ କେତେ ଗ୍ରହଙ୍କର କୁ ଦୃଷ୍ଟି ରୁ ଆପଣ ରକ୍ଷା ପାଇ ଥାନ୍ତି । ଯଦି ଆପଣ କାଉ କୁ ପ୍ରତ୍ୟେକ ସନି ବାର ଦିନ କିଛି ରନ୍ଧା ଖାଦ୍ୟ ଖାଈ ବାକୁ ଦିଅନ୍ତି ତେବେ ତାହା ଦ୍ୱାରା ଆପଣ ଙ୍କ ପୂର୍ବ ପୁରୁଷ ଙ୍କ ଆତ୍ମା ଶାନ୍ତି ପାଇ ଥାଏ ।

ଯଦି କାଉ ଥଂଟ ରେ ରୁଟି କିମ୍ବା ମାଂସ ଟୁକୁଡା ଆଣି ଆସି ଥାଏ ତାହେଲେ ତାକୁ ମଧ୍ୟ ଶୁଭ ବୋଲି ବିଚାର କରା ଯାଇ ଥାଏ । ତାହା ଦ୍ୱାରା ଆପଣ ଙ୍କ ଭାଗ୍ୟ ର ଶୁଭ ସୂଚନା ମିଳି ଥାଏ । ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ଧନ ପ୍ରାପ୍ତି ହୋଉ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button