ଦେଶ- ବିଦେଶ

ଐତିହାସିକ ନିଷ୍ପତି ନେବାକୁ ଯାଉଛନ୍ତି ପିଏମ ମୋଦୀ, 99% ଜିନିଷ ହେଇଯିବ ଶସ୍ତା, GSTରେ ହେବ ବଡ ପରିବର୍ତ୍ତନ – ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଠାରୁ ତାଙ୍କୁ ବି ଆଶା ଅଛି ଯେଉଁମାନେ ତାଙ୍କୁ ସପୋର୍ଟ କରନ୍ତି ଏବଂ ସେମାନଙ୍କୁ ବି ଅଛି ଯେଉଁମାନେ ତାଙ୍କ ବିପକ୍ଷରେ ଛିଡା ହୋଇ ଛନ୍ତି । ୧୮ ଡିସେମ୍ବରରେ ପିଏମ ମୋଦୀ ନିଜର ଏକ ଭାଷଣରେ ଜିଏସଟି ସହିତ ଜଡିତ କିଛି କହିଲେ । ଏହା ମଧ୍ୟରେ ପିଏମ ମୋଦୀ ଜନତାଙ୍କୁ ସଂକେତ ଦେଲେ କି ସେ ବହୁତ ଜଲ୍ଦି ୯୯ % ଜିନିଷର ଜିଏସଟିକୁ ୧୮% ମଧ୍ୟରେ ନେଇ ଆସିବେ । ଏହାର ଯୋଜନା କ୍ୟାବିନେଟରେ ହେଉଛି । ମୋଦୀ କହିଲେ କି ସମସ୍ତଙ୍କୁ ସମାନ ରୂପରେ ବ୍ୟବସ୍ଥା ଦିଆ ଯିବ, ସେ ଛୋଟ ବ୍ୟାପାରୀ ହେଉ କିମ୍ବା ବଡ ବ୍ୟାପାରୀ ହେଉ । ଚାଲନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା ।

ଐତିହାସିକ ନିଷ୍ପତି ନେବାକୁ ଯାଉଛନ୍ତି ପିଏମ ମୋଦୀ

ପିଏମ ମୋଦୀ କହିଲେ କି କିଛି ଜିନିଷ ୨୮ ପ୍ରତିଶତ GST ଭିତରେ ରହିବ । ବାକି ଜିନିଷ ୧୮ ପ୍ରତିସତ କି ତାହା ଠାରୁ କମ GSTରେ ଆସିବ । ଯଦି ଏମିତି ହୁଏ ତେବେ ୩୫ ଟି ଜିନିଷ ଶସ୍ତା ହୋଇ ପାରିବ, ଯେଉଁଥିରେ ଏସି, ଡିଜିଟାଲ କ୍ୟାମେରା, କାର ଭଳି ବହୁତ ଜିନିଷ ସାମିଲ ଅଛି ଏବଂ ସରକାର ପୂର୍ବରୁ ହିଁ କହିଛନ୍ତି ଯେ ସିଗାରେଟ ଏବଂ ତମ୍ବାଖୁ ଭଳି ନିଶା ଦ୍ରବ୍ୟ ୨୮ ପ୍ରତିଶତ GST ମଧ୍ୟରେ ରହିବ ।

ପିଏମ ମୋଦୀ ଆଗକୁ କହିଲେ କି ଆମର ଦେଶରେ ବହୁତ ବର୍ଷ ହେବ GST ପାଇଁ କୁହାଯାଉଛି କିନ୍ତୁ ଆଜି ଆମେ ସନ୍ତୋଷ ସହ କହି ପାରିବୁ କି GST ଲାଗୁ ହେବା ପରେ ବହୁତ ଅସୁବିଧା ଦୂର ହୋଇ ଯାଇଛି ଏବଂ ସିଷ୍ଟମରେ କାର୍ଯ୍ୟ କ୍ଷମତା ବଢୁଛି । ପିଏମ ମୋଦୀ ନିଜ ଟ୍ବିଟରେ ଲେଖିଛନ୍ତି….

 

ପିଏମ ମୋଦୀ କହିଛନ୍ତି କି ପୁରା ଭାରତ ଏକଜୁଟ ହୋଇ ଏତେ ବଡ ଟ୍ୟାକ୍ସ ରୀଫର୍ମକୁ ଲାଗୁ କରିବା ପାଇଁ ପ୍ରୟାସ କରିଛି । ସେଥିପାଇଁ ଭାରତ ଆଜି ଏତେ ବଡ ଚେଞ୍ଜେସ କରିବାରେ ସଫଳ ହୋଇଛି । ଏକ ବଡ ନ୍ଯୁଜ ଏଜେନ୍ସି ସୀଏନବୀସୀ – ଆବାଜ ଟ୍ବିଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି – କିଛି ଜିନିଷ ୨୮ ପ୍ରତିଶତ ମଧ୍ୟରେ ରହିବ, ବାକି ସମସ୍ତ ଜିନିଷ ୧୮ ପ୍ରତିଶତ କିମ୍ବା ତାହା ଠାରୁ କମ ଜିଏସଟି ମଧ୍ୟରେ ଚାଲି ଆସିବ ।

ଏହି ସବୁ କଥା ଛଡା ବି ପିଏମ ମୋଦୀ କହିଲେ କି ସମାଜର ପରିଶ୍ରମୀ ଏବଂ ଆଶା କରୁଥିବା ଲୋକମାନେ ଯିଏ କି ବାହାରରୁ ଜଡିତ ଅଛନ୍ତି ତାଙ୍କୁ ଏକ ସଫା-ସୁତୁରା, ସରଳ, ଇଂସ୍ପେକ୍ଟର ରାଜ ରୁ ମୁକ୍ତ ବ୍ୟବସ୍ଥା ମିଳୁଛି । ଏହି GST ସୂଚନାକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button